କ୍ୟାପିଟାଲ ହସ୍ପିଟାଲରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର – କ୍ୟାପିଟଲ ହସ୍ପିଟାଲରେ ୫-ଟି ସଚିବ ଭି.କେ ପାଣ୍ଡିଆନ । କ୍ୟାପିଟଲ ହସ୍ପିଟାଲର ଭିତ୍ତିଭୂମିର ବିକାଶ ନେଇ ୫-ଟି ସଚିବ ସମୀକ୍ଷା କରିଛନ୍ତି। ଟ୍ରମା କେୟାର ଓ ମେଡିକାଲ କଲେଜ ଭିତ୍ତିଭୂମିର ସମୀକ୍ଷା କରିବା ସହ । ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ପିଜି ବ୍ଲକ ବୁଲି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି ସଚିବ ।

ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ, ସଚିବ ବୀର ବିକ୍ରମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ।

Comments are closed.