ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି: ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପ୍ରାୟ…

ନୂଆଦିଲ୍ଲୀ - ଦେଶର କିଏ ହେବେ ପଞ୍ଚଦଶ ରାଷ୍ଟ୍ରପତି, ତାହା ଆଜି ଜଣାପଡ଼ିବ । ଆଜି ହେଉଛି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ଗତ ୧୮ ତାରିଖରେ ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଆଜି ଦିନ ୧୧ଟା ବେଳେ ସଂସଦ ଭବନର ୬୩ ନଂ ରୁମ୍‌ରେ ଭୋଟ୍ ଗଣତି ଆରମ୍ଭ ହେବ ।…

ଗଜପତି ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ପ୍ରୋତ୍ସାହନ ପାଇଁ ନୂଆ ପ୍ରୟାସ

ପାରଳାଖେମୁଣ୍ଡି: ଗତ କିଛି ବର୍ଷ ମଧ୍ୟରେ ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ କିଛିଟା ସୁଧାର ପରିଲକ୍ଷିତ ହୋଇଛି। ଧିରେ ଧିରେ ସୁଧୁରୁଥିବା ଉଚ୍ଚବିଦ୍ୟାଳୟ ଶିକ୍ଷାଦାନ ପ୍ରଣାଳୀର ଫଳସ୍ବରୂପ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷା ଫଳରେ ପୂର୍ବାପେକ୍ଷା ଏଥର ଅଧିକ ସଫଳତା ମିଳିପାରିଛି। ଏହାକୁ…

ଗଞ୍ଜାମରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଛତ୍ରପୁର: ଚଳିତ ମାସ ୮ ତାରିଖ ଓ ପୁଣି ୨୦ ତାରିଖ। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ଘୁମୁସର ଉତ୍ତର ବନଖଣ୍ଡ ସତେଯେମିତି ହାତୀମାନଙ୍କ କବରସ୍ଥଳ ପାଲଟି ଯାଉଛି। ଗତ ୮ ତାରିଖରେ ମୁଜାଗଡ଼ ବନାଞ୍ଚଳ ଅନ୍ତର୍ଗତ ନିଧିଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀକୁ ମାରି ତାର ଦାନ୍ତ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ସୋ ତୁହ୍ମ ଜାନହୁ ଅଂତରଜାମୀ । ପୁରବହୁ ମୋର ମନୋରଥ ସ୍ବାମୀ ॥ ସକୁଚ ବିହାଇ ମାଗୁ ନୃପ ମୋହୀ । ମୋରେଂ ନହିଂ ଅଦେୟ କଛୁ ତୋହୀ ॥ ଭାବାର୍ଥ :- ହେ ସ୍ବାମୀ ! ଆପଣ ଅନ୍ତର୍ଯ୍ୟାମୀ ଅଟନ୍ତି, ଏଥିପାଇଁ ଆପଣ ଏହା ଜାଣିଥିବେ ନିଶ୍ଚୟ। ତେବେ ମୋର ସେହି ମନୋବାଞ୍ଛାକୁ…

ଗୀତା ମାହାତ୍ମ୍ୟ: ଯଦା ହି ନେନ୍ଦ୍ରିୟର୍ଥେଷୁ ନ କର୍ମସ୍ବନୁଷଜ୍ଜ୍ଵତେ।ସର୍ଵସଂକଳ୍ପ ସନ୍ନ୍ୟାସୀ ଯୋଗାରୂଢ ସ୍ତଦୋଚ୍ୟତେ।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ):  ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଯଦା ହି ନେନ୍ଦ୍ରିୟର୍ଥେଷୁ ନ କର୍ମସ୍ବନୁଷଜ୍ଜ୍ଵତେ।ସର୍ଵସଂକଳ୍ପ ସନ୍ନ୍ୟାସୀ ଯୋଗାରୂଢ ସ୍ତଦୋଚ୍ୟତେ। ହେ ଅର୍ଜ୍ଜୁନ ! ପୁରୁଷ…

ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତାବହ ବାଲିକୁଦାର ପତିତପାବନ ମନ୍ଦିର

ଅବିଭକ୍ତ କଟକ ବା ଏବର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହି ହାଟ ନିକଟରେ ରହିଛି ସୁନ୍ଦର ପତିତପାବନ ମନ୍ଦିର।ଏହି ମନ୍ଦିର ଟି ଅତି ପ୍ରାଚୀନ ମନ୍ଦିର ନ ହେଲେ ମଧ୍ୟ ସମ୍ପୁର୍ଣ ପଥରରେ ନିର୍ମିତ ଏହି ମନ୍ଦିର। ଯାହାକି ପ୍ରଚାର ଓ ପ୍ରସାର ଯୁଗରେ ସାଧାରଣ ଜନମାନସର ଆଢୁଆଳରେ…