Browsing Tag

COVID-19

ଲକ୍ଷଣ ନ ଥିଲେ କୋଭିଡ ଟେଷ୍ଟ ନ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର- କେନ୍ଦ୍ରର ନୂଆ କୋଭିଡ ଗାଇଡଲାଇନ ସଂପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଲକ୍ଷଣ ନ ଥିଲେ କୋଭିଡ ଟେଷ୍ଟ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନ ଥିଲେ ଟେଷ୍ଟିଂର ଦରକାର ନାହିଁ…

ରାଜ୍ୟରେ ଆଉ ୧୦ ହଜାର ୮୫୬ କୋରୋନା ଆକ୍ରାନ୍ତ ଚିହ୍ନଟ,ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୮୭

ଭୁବନେଶ୍ୱର- ଲଗାତର ତୃତୀୟ ଦିନ ଧରି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୮୫୬ ପଜିଟିଭ । ସଙ୍ଗରୋଧରୁ ୬ ହଜାର ୨୯୩ ଓ ସ୍ଥାନୀୟ ଅଂଚଳରୁ ୪୫ ହଜାର ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ…

କରୋନା ଅପଡେଟ୍: ସଂକ୍ରମଣର ଉପରମୁହାଁ ଧାରା ଜାରି, ଦିନକରେ ଆସିଲା ଆଉ ୨.୬୪ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ସଂକ୍ରମଣର ଉପରମୁହାଁ ଧାରା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ଲକ୍ଷ ୬୪ ହଜାର ୨୦୨ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଏପର୍ଯ୍ୟନ୍ତ ୫୭୫୩ ମାମଲା…

କରୋନା ଅପଡେଟ୍: ଭାରତରେ ବେଲଗାମ ତୃତୀୟ ଲହର, ଦିନକରେ ଆସିଲା ପ୍ରାୟ ଅଢେ଼ଇ ଲକ୍ଷ ମାମଲା

ନୂଆଦିଲ୍ଲୀ: ବେଲଗାମ ହୋଇଛି କରୋନାର ତୃତୀୟ ଲହର । ଭୟଙ୍କର ଗତିରେ ମାଡ଼ି ଚାଲିଛି ସଂକ୍ରମଣ । ଦେଶରେ ଦେଶରେ ଦୈନିକ ମାମଲା ଦୁଇଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩୮୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ…

ତୃତୀୟ ଲହର ପ୍ରକୋପ: ଦେଶରେ ଆଉ ୧.୬୮ ଲକ୍ଷ ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ୮ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ କରୋନାର ଅଣାୟତ୍ତ ଗତି ଥମିବାର ନାଁ ନେଉନାହିଁ । ଗତକାଲି ତୁଳନାରେ ଆଜି କରୋନାର ନୂଆ ମାମଲାରେ ହ୍ରାସ ଘଟିଥିଲେ ମଧ୍ୟ ବିପଦ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୬୮ ହଜାର ୬୩ ନୂଆ ମାମଲା ହୋଇଥିବାବେଳେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି…

ରାଜ୍ୟରେ କୋରୋନାର ଲମ୍ବା ଡିଆଁ, ଗୋଟିଏ ଦିନରେ ୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୨୨୬ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଲମ୍ବ ଡିଆଁ । ଦୈନିକ କୋରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୭ ହଜାର ପାର କରିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ଆକ୍ରାନ୍ତ । ସଙ୍ଗରୋଧରୁ ୪ ହଜାର ୧୨୮ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୯୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ଅଛନ୍ତି…