Browsing Tag

COVID-19

ଦେଶରେ ଦୈନିକ ସଂକ୍ରମଣ ୧୬% ହ୍ରାସ, ଦିନକରେ ଆଉ ୨.୫୫ ଲକ୍ଷ ମାମଲା, ୪୩୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣରେ ବଡ଼ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୫ ହଜାର ୮୭୪ ନୂଆ କରୋନା ମାମଲା ଆସିଛି। ସୋମବାର ତୁଳନାରେ କରୋନାର ନୂଆ ମାମଲାରେ ୧୬ ପ୍ରତିଶତ ହ୍ରାସ ଘଟିଛି । ଏହା ସହିତ ସଂକ୍ରମଣ ହାର ୨୦.୭୫ ପ୍ରତିଶତରୁ ୧୫.୫୨ କୁ ହ୍ରାସ ପାଇଛି ।…

ନିମ୍ନଗତି ଜାରି, ରାଜ୍ୟରେ ୬ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ୬ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ ହଜାର ୮୯୧ କୋରୋନା ସଂକ୍ରମିତ । ସଙ୍ଗରୋଧରୁ ୩ ହଜାର ୪୧୩ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୪୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ୮ ହଜାର ତଳକୁ ଖସିଛି ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୯୧ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪ ହଜାର ୨୨୬ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୬୫ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୯୫୪…

ଦେଶରେ ଆଉ ୩.୦୬ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ପଜିଟିଭିଟି ରେଟ୍ ୧୭.୭୮% ରୁ ୨୦.୭୫% କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ସଂକ୍ରମଣ ଜାରି ରହିଛି । ଯଦିଓ ଦୈନିକ ମାମଲାରେ ଗତ ଦୁଇ ଦିନ ଧରି ହ୍ରାସ ଘଟିଛି, ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬ ହଜାର ୬୪ ନୂଆ ମାମଲା ପଞ୍ଜିକୃତ ହୋଇଛି। ତେବେ ପୂର୍ବ ଦିନ ତୁଳନାରେ ଦେଶରେ ୨୭,୪୬୯…

ରାଜ୍ୟରେ ଆଉ ୮ ହଜାର ୫୨୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ସଂକ୍ରମଣର ନିମ୍ନଗତି ଜାରି ରହିଛି । ଲଗାତର ଦ୍ୱିତୀୟ ଦିନ ଓଡିଶାରେ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୫୨୦ । ଏମାନଙ୍କ ମଧ୍ୟରେ ୯୩୭ ଜଣ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୪ ହଜାର ୯୪୧ ଓ…

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩.୩୩ ଲକ୍ଷ ନୂଆ ମାମଲା, ୫୨୫ ମୃତ

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଦେଶରେ କରୋନା ମାମଲା ଆଜି ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ଟି ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ୫୨୫ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୧୭.୭୮ ପ୍ରତିଶତ ରହିଛି । ବଡ କଥା ହେଉଛି ଗତକାଲି…