କୋହଲିଙ୍କୁ ସେହେୱାଗଙ୍କ ସମର୍ଥନ
ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରୁ ପୁଣି ଖାଲି ହାତରେ ବିଦାୟ ନେବା ପରେ ଦଳର ଅଧିନାୟକ ବିରାଟ କୋହଲି ଚାରିଆଡୁ ସମାଲୋଚିତ ହୋଇଥିଲେ । ଏପରିକି ପୂର୍ବତନ ଓପନର ଗୌତମ ଗମ୍ଭୀର କୋହଲିଙ୍କୁ କଡ଼ା…