ଭୋରରେ ବରମୁଣ୍ଡା ଆଇଏସବିଟି ସ୍ଥଳ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ, ଫେବ୍ରୁଆରୀ ସୁଦ୍ଧା ଲୋକାର୍ପଣ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି) ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଉର ଧରି ରାମହି ସୀୟ ସମେତା। ହରଷିତ କୀହ୍ନ ଗୁର ଗବନୁ ନିକେତନ ॥ ବିପ୍ରବଧୁ ସବ ଭୂପ ବୋଲାଈ । ଚୈଲ ଚାରୁ ଭୂଷନ ପହିରାଈ ॥ ଭାବାର୍ଥ :- ବଡ଼ ବୋହୁ ସୀତାଙ୍କୁ ଏବଂ ଶ୍ରୀରାମଙ୍କୁ ହୃଦୟରେ ଲଗାଇ ମହର୍ଷି ବଶିଷ୍ଠ ସହର୍ଷ ଆଶିର୍ବାଦ ଦେଇ ନିଜ ହୃଦୟରେ ଧାରଣ କରି ନିଜ ସ୍ଥାନକୁ ଗଲେ । ସମସ୍ତ ବ୍ରାହ୍ମଣ ମାନଙ୍କ ସ୍ତ୍ରୀ ମାନଙ୍କୁ ରାଜା ଦଶରଥ ଡକାଇଲେ [...]
Odiaଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି। ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ । ଅର୍ଥାତ:- ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର,ଇନ୍ଦ୍ରିୟ,ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି। ( ୫ମ / ୧୧ଦଶ ଶ୍ଲୋକ)
୫ ଜିଲ୍ଲାର ଦଶ ହଜାର ଭକ୍ତ ପାଇଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ , ଭକ୍ତଙ୍କୁ ଭେଟିଲେ ୫-ଟି ଅଧ୍ୟକ୍ଷ

Odia୫ ଜିଲ୍ଲାର ଦଶ ହଜାର ଭକ୍ତ ପାଇଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ , ଭକ୍ତଙ୍କୁ ଭେଟିଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ବର – ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଆଜି ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ଏହି ଜିଲ୍ଲାଗୁଡିକ ହେଲା – ଗଞ୍ଜାମ, ମୟୂରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡା । ଏହିସବୁ ଜିଲ୍ଲାର ୫୦୦ଟି ପଞ୍ଚାୟତ ଓ [...]
Odia୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ଆଜି ୫ ଜିଲ୍ଲାର ୩୪୩ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।ଏଥିରେ କଳାହାଣ୍ଡି ଜିଲ୍ଲାର ୭୩ଟି ହାଇସ୍କୁଲ, କନ୍ଧମାଳର ୪୬ଟି, କୋରାପୁଟର ୮୨ଟି, ଭଦ୍ରକର ୬୦ଟି ଓ ସୁନ୍ଦରଗଡର ୮୨ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ, ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ [...]
Odiaକ୍ୟାବିନେଟ ବୈଠକ: ୨ ବିଭାଗର ୫ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଆଦିବାସୀ ମହିଳାଙ୍କ ପାଇଁ ‘ଲାଭ’ ଯୋଜନା
ଭୁବନେଶ୍ବର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ପାଇଁ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି ବୋଲି ବୈଠକ ପରେ [...]
Odiaଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ
ନୂଆଦିଲ୍ଲୀ – ଦୀର୍ଘ ତିନି ବର୍ଷ ପରେ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ବିଚାରକ ମଣ୍ଡଳୀଙ୍କୁ ପ୍ରଭାବିତ କରି ପ୍ରଥମ ପୁରସ୍କାର ହାସଲ କରିଛି । ଶ୍ରେଷ୍ଠ ବିବେଚିତ ହୋଇଛି ଓଡିଶାର ପ୍ରଜ୍ଞାପନ ମେଢ, ଯାହା କି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହ ରଘୁରାଜପୁର ଶିଳ୍ପୀ ଗ୍ରାମ ଓ ମହିଳା ସଶକ୍ତିକରଣ ପ୍ରଦର୍ଶିତ କରିଥିଲା । ଗୁଜରାଟର ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ ଓ ତାମିଲନାଡୁର ପ୍ରଜ୍ଞାପନ ମେଢ଼ ତୃତୀୟ ସ୍ଥାନ [...]
Odiaବିଜେଡିରେ ସାମିଲ ହେଲେ ରାଜ୍ୟର ବହୁ ବିଶିଷ୍ଟ କଳାକାର
ଭୁବନେଶ୍ବର- ବିଜେଡିରେ ସାମିଲ ହୋଇଛନ୍ତି ରାଜ୍ୟର ବହୁ ବିଶିଷ୍ଟ କଳାକାର । ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ଓଡ଼ିଶା ଯାତ୍ରା ଜଗତର ବହୁ ଖ୍ୟାତନାମା କଳାକାରଙ୍କୁ ଦଳରେ ସାମିଲ କରାଯାଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର, ସାଂସଦ ଅମର ପଟ୍ଟନାୟକ ଓ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ କଳାକାରମାନେ ଦଳରେ ସାମିଲ ହୋଇଥିଲେ। କଳାକାରମାନେ ବିଜେଡିରେ ସାମିଲ ହୋଇଥିବାରୁ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇବ ବୋଲି ମିଶ୍ରଣ ପର୍ବରେ ଉପସ୍ଥିତ [...]
Odia‘ମମି, ପାପା, ମୁଁ ଜେଇଇ ପାରୁନି..’, କୋଟାରେ ଝୁଲି ପଡ଼ିଲେ ଆଉ ଜଣେ ଛାତ୍ରୀ
କୋଟା: ରାଜସ୍ଥାନର କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଧାରା ଥମିବାର ନାଁ ନେଉନାହିଁ। ଚଳିତ ମାସରେ ହିଁ ଆତ୍ମହତ୍ୟାର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। କୋଟାର ବୋରଖଡା ଅଞ୍ଚଳରେ ନିହାରିକା ସିଂହ ନାମ୍ନୀ ଜଣେ ୧୮ ବର୍ଷୀୟା ଛାତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଚରମ ପଦକ୍ଷେପ ନେବା ପୂର୍ବରୁ ସେ ଲେଖିଥିବା ଏକ ନୋଟ୍ ପୋଲିସ ଜବତ କରିଛି । ନିଜ ଅଭିଭାବକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏହି ନୋଟରେ ସେ ଜେଇଇ ପାଇଁ ପ୍ରସ୍ତୁତିରେ [...]
Odiaହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡି ଟିମ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମିଳୁନି ପତ୍ତା
ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନରେ ଥିବା ବାସଭବନରେ ପହଞ୍ଚିଛି। ତେବେ ସେଠାରେ ସୋରେନ ନଥିବା ଜଣାପଡ଼ିଛି । ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିବାକୁ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ସୋରେନଙ୍କୁ ସମୟ ମାଗିଥିଲା ଇଡି । ମନି ଲଣ୍ଡରିଂ ମାମଲାରେ ଇଡି ସାନି ସମନ ଜାରି କରିବା ପରେ ହେମନ୍ତ ସୋରେନ ଶନିବାର [...]
