Odiaରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଅଯୋଧ୍ୟାରେ ରାମ ଲଲାଙ୍କ ଆଜି ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇଛି । କୋଟି କୋଟି ଶ୍ରଦ୍ଧାଳୁ ଘରେ ବସି ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଛନ୍ତି। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର [...]
Odiaରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସିଧା ପ୍ରସାରଣ ଉପରେ ରୋକ୍, ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ତାମିଲନାଡୁରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଥିବା ଅଭିଯୋଗ ହୋଇଛି। ଏନେଇ ସୁପ୍ରିମକୋର୍ଟରେ ଦାୟର ଏକ ପିଟିସନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ତାମିଲନାଡୁ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତିି । ଏହି ନୋଟିସର ଜବାବ ଦେଇଛନ୍ତି ତାମିଲନାଡୁ ସରକାର। ରାଜ୍ୟରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଉପରେ କୌଣସି ରୋକ୍ ଲାଗି ନାହିଁ । ରାଜ୍ୟର ମନ୍ଦିର ଗୁଡ଼ିକରେ ମଧ୍ୟ ପୂଜା, [...]
Odiaଏକକାଳୀନ ନିର୍ବାଚନ ସପକ୍ଷରେ ୮୧ ପ୍ରତିଶତ ଲୋକ
ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଧାରଣ ଲୋକଙ୍କ ଠାରୁ ମତାମତ ଲୋଡ଼ିଥିଲା । ଏନେଇ କମିଟିକୁ ପ୍ରାୟ ୨୧ ହଜାର ପ୍ରସ୍ତାବ ମିଳିଛି । ଏଥିମଧ୍ୟରୁ ୮୧ ପ୍ରତିଶତ ଲୋକ ଦେଶରେ ଏକକାଳୀନ ନିର୍ବାଚନକୁ ସମର୍ଥନ କରିଛନ୍ତି। ଏ ସମ୍ପର୍କରେ ଦେଶର ୪୬ଟି ରାଜନୈତିକ ଦଳମାନଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଥିବା କୁହାଯାଇଛି । କମିଟି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, [...]
Odiaବିଲକିସ୍ ବାନୋ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆତ୍ମସମର୍ପଣ
ଗୋଧ୍ରା: ବିଲକିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ଆତ୍ମସମର୍ପଣ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୧ ଜଣ ଦୋଷୀ ରବିବାର ବିଳମ୍ବିତ ରାତିରେ ଗୁଜରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବ୍ ଜେଲରେ ଆତ୍ମସମର୍ପଣ କରିଥିଲେ । ଗୋଧ୍ରା କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଏନ.ଏଲ୍ ଦେଶାଇ ଏହି ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଦୋଷୀମାନଙ୍କୁ ଜାନୁଆରୀ ୨୧ ସୁଦ୍ଧା ଆତ୍ମମମର୍ପଣ କରିବାକୁ କହିଥିଲେ। କୋର୍ଟଙ୍କ ଦ୍ବାରା [...]
ଆଜି ପୁରୀ ଆସିବ ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସଂଗୃହୀତ ‘ଅର୍ପଣ’ ଦାନ : ଶ୍ରୀମନ୍ଦିର ଡୋନେସନ ସେଲରେ କରାଯିବ ଜମା

Odiaଆଜି ପୁରୀ ଆସିବ ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସଂଗୃହୀତ ‘ଅର୍ପଣ’ ଦାନ : ଶ୍ରୀମନ୍ଦିର ଡୋନେସନ ସେଲରେ କରାଯିବ ଜମା
ପୁରୀ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ରାଜ୍ୟରେ ‘ଅର୍ପଣ ରଥ’ ଦ୍ୱାରା ଘରୁ ଘରୁ ସଂଗୃହୀତ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ ହିଁ ଲାଗିବ। ତେବେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍ ସେଲ୍ରେ ଜମା ହେବ। ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲ୍ରେ ଦେବେ। ଆଜିଠୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସେଲ୍ରେ ସଂଗୃହୀତ ଦାନ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର [...]
Odiaଆଜି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା, ସମଗ୍ର ଦେଶ ରାମମୟ
ଅଯୋଧ୍ୟା: ଯେଉଁ ମୁହୂର୍ତ୍ତକୁ ଅଗଣିତ ଭକ୍ତ ବହୁବର୍ଷ ଧରି ଅପେକ୍ଷା କରି ରହିଥିଲେ ତାହା ଶେଷରେ ଉପନୀତ ହୋଇଛି । ଆଜି ହେବ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଆସିବେ ପ୍ରଭୁ ଶ୍ରୀରାମ । ଏଥିପାଇଁ ଅଯୋଧ୍ୟା ଉତ୍ସବମୁଖର ହୋଇ ଉଠିଥିବା ବେଳେ ସମଗ୍ର ଦେଶ ରାମମୟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନ ଭାବେ ଦାୟିତ୍ଵ ତୁଲାଇବେ ।ପ୍ରାଣ ପ୍ରତିଷ୍ଠା ଉତ୍ସବ [...]
Odiaଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଆଜି ରାଜ୍ୟରେ ହାଫ୍ ଡେ’ ଛୁଟି
ଭୁବନେଶ୍ବର – ଆଜି ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ଆଜି ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ଅପରାହ୍ନ ୨ଟା ୩୦ ଯାଏଁ ସରକାରୀ ଅଫିସ ଛୁଟି ରହିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ମଧ୍ୟ ଆଜି ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ । ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ [...]
Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଲୋଗୋକୁ ବହୁଳ ଭାବେ ବ୍ୟବହାର ପାଇଁ ସିଏସଙ୍କ ନିର୍ଦ୍ଦେଶ
ଭୁବନେଶ୍ବର – ଫେବ୍ରୁଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଏଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା [...]
Odiaବଦଳିଲା ପାଣିପାଗ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଓ ଘନ କୁହୁଡି
ଭୁବନେଶ୍ବର – ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହୋଇଛି। ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ପାଗ ମେଘୁଆ ରହିବା ସହ ୧୫ଟି ଅଞ୍ଚଳରେ ବର୍ଷା ହୋଇଛି। ଆଗାମୀ ୪ ଦିନ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଘନ କୁହୁଡ଼ିର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସରଦ ବିମଲ ବିଧୁ ବଦନୁ ସୁହାବନ । ନୟନ ନବଲ ରାଜୀବ ଲଜାବନ ॥ ସକଲ ଅଲୌକିକ ସୁଂଦରତାଈ । କହି ନ ଜାଈ ମନହୀଂ ମନ ଭାଈ ॥ ଭାବାର୍ଥ :- ଶ୍ରୀରାମଙ୍କ ସୁନ୍ଦର ଶ୍ରୀମୁଖ ଶରଦ ପୂର୍ଣ୍ଣିମାର ନିର୍ମଳ ଚନ୍ଦ୍ରମା ସମାନ ଦିଶୁଥାଏ, ଆଉ ତାଙ୍କ ମନୋରମ ସୁନ୍ଦର ଆଖିକୁ ଦେଖି ସଜ ପଦ୍ମଫୁଲ ଟି ମଧ୍ୟ ଲାଜେଇଯିବ । ଶ୍ରୀରାମଙ୍କ ଶରୀରର ସମସ୍ତ ସୌଷ୍ଠବର ସୌନ୍ଦର୍ଯ୍ୟ ଅଲୌକିକ [...]
