ଜଗତପୁର ଅଂଚଳରେ କମିଶନରେଟ୍ ପୋଲିସର ଚଢଉ, ଲକ୍ଷାଧିକ ଟଙ୍କାର ବାଣ ଜବତ Odiaଓଡ଼ିଶା By The Newsroom Network On Nov 9, 2020 Share କଟକ- ଜଗତପୁର ଅଂଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ଜଗତପୁର ଅଂଚଳର ପଦ୍ମପୁର, ମହାଜନପୁର ଓ ତ୍ରିଲୋଚନପୁରରେ କମିଶନରେଟ ପୋଲିସ ଚଢାଇ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.