ନୀତୀଶଙ୍କୁ ନବୀନଙ୍କ ଅଭିନନ୍ଦନ Odiaଓଡ଼ିଶା By The Newsroom Network On Nov 16, 2020 Share ଭୁବନେଶ୍ୱର- ଲଗାତର ଚତୁର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନୀତିଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ସରକାରର ସଫଳତା କାମନା କରିଛନ୍ତି ନବୀନ । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.