ନକଲି ଔଷଧ କାରବାର ଅଭିଯୋଗରେ କଟକରୁ ଆଉ ଦୁଇ ଗିରଫ
କଟକ - ନକଲି ଔଷଧ କାରବାର ମାମଲାରେ ଆଉ ଦୁଇ ଗିରଫ । କମିସନରେଟ ପୋଲିସ କଟକ ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳର ଦୁଇ ଷ୍ଟକିଷ୍ଟ ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା -୪୦ ଔଷଧ ଜବତ କରାଯାଇଛି । ଜବତ ନକଲି ଔଷଧର…