ଯୁଦ୍ଧବେଳେ ସେନାପତି ଶୂନ୍ଯ ବିରୋଧୀ: ଶଙ୍ଖ ଧରିଲେ ଜିଲ୍ଲା ଯୁବ କଂଗ୍ରେସ ସଭାପତି

ଝାରସୁଗୁଡ଼ା: ଯୁଦ୍ଧ ବେଳେ ସେନାପତି ଶୂନ୍ଯ। ଝାରସୁଗୁଡ଼ା ଉପ ନିର୍ବାଚନ ବେଳେ ଏଭଳି ସ୍ଥିତି ଉପୁଜିଲାଣି। ବିରୋଧୀ ବିଜେପି ଓ କଂଗ୍ରେସର ଗୋଟିଏ ପରେ ଗୋଟିଏ ଛାମୁଆ ନେତା ଦଳ ଛାଡି ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି। ଫଳରେ ବୃହତ ବିଜୟ ନେଇ ଶାସକ ଦଳ ଉତ୍ସାହିତ ହୋଇ ଜୋରଦାର ପ୍ରଚାର…