ଏନସିଇଆରଟି ବାଦ୍ ଦେଇଥିବା ବିଷୟ କେରଳର ସ୍କୁଲ୍ ଗୁଡ଼ିକରେ ପଢ଼ାଯିବ

ଥିରୁବନନ୍ତପୁରମ: ଏନସିଇଆରଟି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ଯେଉଁ ବିଷୟ ଗୁଡ଼ିକୁ ବାଦ୍ ଦିଆଯାଇଛି ତାହା କେରଳର ସ୍କୁଲ ଗୁଡ଼ିକରେ ପଢ଼ାଯିବ । କେରଳ ଷ୍ଟେଟ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏସସିଇଆରଟି) ଏହି ନିଷ୍ପତ୍ତି ନେଇଛି । ଏସସିଇଆରଟି କହିଛି…