ମେ ପହିଲାରୁ ବଢିବ ଛେନା, ପନିର ଓ ଖୁଆ ଦର

କଟକ - ମେ ପହିଲାରୁ ରାଜ୍ୟରେ ଛେନା,ପନିର ଓ ଖୁଆ ଦର ବଢିବ । ସମସ୍ତ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ସୂଚନା ଦେଇଛି।କ୍ଷୀର ମୂଲ୍ୟ ସହ ବଜାରରେ ଗୋ’ ଖାଦ୍ୟର ଦର ବୃଦ୍ଧି ହୋଇଥିବାରୁ ଏହି ନିଷ୍ପତ୍ତି…