୪ଟି ଜିଲ୍ଲାରେ ୩୫୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୪ଟି ଜିଲ୍ଲାରେ ୩୫୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସରକାରଙ୍କ ୫-ଟି ଉପକ୍ରମ ଅଧିନରେ ଅନୁଗୁଳ, କେନ୍ଦୁଝର, ଗଂଜାମ ଓ ଜଗତସିଂହପୁର ଜିଲ୍ଲାରେ ରୂପାନ୍ତରିତ ସ୍କୁଲଗୁଡିକର ଲୋକାର୍ପଣ…

ପୋଲିସ କର୍ମଚାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବ, ଏମକେସିଜି ସହ ଚୁକ୍ତି ସ୍ବାକ୍ଷର

ବ୍ରହ୍ମପୁର: ରାଜ୍ୟ ସରକାର ୨୦୨୧ ମସିହାରେ ୪୦ ବର୍ଷରୁ ଊର୍ଦ୍ଧ୍ବ ବୟସର ପୋଲିସ କର୍ମଚାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି କୋଭିଡ୍ ସଂକ୍ରମଣ କାଳରେ ନିଜ ଡ୍ୟୁଟି ସମ୍ପାଦନ ବେଳେ ଅନେକ ପୋଲିସ କର୍ମଚାରୀ ମହାମାରୀର ଶିକାର ମଧ୍ୟ ହୋଇଥିଲେ।ଏବେ…

୨ ପ୍ରତିଶତରୁ କମ୍ କୋଭିଡ ଆକ୍ରାନ୍ତ ହିଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି: ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର - ଓଡ଼ିଶାର ପଡ଼ୋଶୀ ରାଜ୍ୟରେ କୋଭିଡ ସଂକ୍ରମଣ ବଢିଥିବା ବେଳେ ଗତ ଦୁଇ ଦିନ ହେବ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଛି ।ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୮୬ରେ ପହଞ୍ଚିଥିବା ବେଳେ ମାତ୍ର ୪୩ ଜଣ ଡାକ୍ତରଖାନାରେ ଅଛନ୍ତି । ୨ ପ୍ରତିଶତରୁ କମ ରୋଗୀ ହିଁ ଡାକ୍ତରଖାନାରେ…

କବାଡିଆକୁ ସ୍କୁଲ ପିଲାଙ୍କ ବହି ବିକୁଥିଲେ ସିଆରସିସି , ବିଇଓ କଲେ ନିଲମ୍ବିତ

ଖୋର୍ଦ୍ଧା - ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି କବାଡିଆକୁ ବିକିବାକୁ ଉଦ୍ୟମ କରି ନିଲମ୍ବିତ ହେଲେ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର -ସିଆରସିସି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର କାର୍ଯ୍ୟାଳୟର ସିଆରସିସି ମନମୋହନ ମିଶ୍ର ନିଲମ୍ବିତ ହୋଇଛନ୍ତି । ବୋଲଗଡ଼…

ଅବକାରୀ ଦୁର୍ନୀତି: ସିବିଆଇ ଚାର୍ଜସିଟରେ ପ୍ରଥମ ଥର ସିସୋଦିଆଙ୍କ ନାମ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ପ୍ରଥମ ଥର ସିବିଆଇ ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରାଯାଇଛି । ସିବିଆଇ ମଙ୍ଗଳବାର (ଏପ୍ରିଲ ୨୫) ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ…