ବାଇଡେନଙ୍କ ଘୋଷଣା, ୨୦୨୪ ନିର୍ବାଚନ ବି ଲଢ଼ିବେ

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ୨୦୨୪ ନିର୍ବାଚନ ମଧ୍ୟ ଲଢ଼ିବେ‌‌ । ଏକ ପ୍ରମୋସନାଲ ଭିଡିଓରେ ସେ ଏହା ସ୍ପଷ୍ଟ କରିଛନ୍ତି। ଏହି ତିନି ମିନିଟର ଭିଡିଓରେ ଦ୍ବିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ବାଇଡେନଙ୍କ ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା…

ବିଏସକେୱାଇ ଟିମ୍ ପ୍ରଚେଷ୍ଟାରେ ନିରଞ୍ଜନଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି. ଏସ୍. କେ. ୱାଇ.) ଟିମ୍ ଙ୍କ ପ୍ରଚେଷ୍ଟାରେ ବରିଷ୍ଠ ନାଗରିକ ନିରଞ୍ଜନ ନାୟକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ପ୍ରାୟ ୬୦ ବର୍ଷ ବୟଷ୍କ ନିରଞ୍ଜନ ନାୟକ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦିର ବାସିନ୍ଦା ଅଟନ୍ତି। ତାଙ୍କର ବାମ ଗୋଡଟି ଅଚଳ…