ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ। ଜଣେ ବ୍ୟକ୍ତି ଡାଏଲ ୧୧୨ରେ ଏକ ମେସେଜ୍ ପଠାଇ ଯୋଗୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ୟୁପି ଏଟିଏସ୍ ଓ ସମସ୍ତ ଏଜେନ୍ସିକୁ ଆଲର୍ଟ କରାଯାଇଛି । ସୂଚନା…