ଦ୍ଵିତୀୟ ଦିନ ଗଣତି : ୩୦୫ ଜିଲ୍ଲା ପରିଷଦ ଆସନରୁ ୮୦ରେ ଫଳାଫଳ ଘୋଷିତ, ବିଜେଡି ସପକ୍ଷରେ ୭୧

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନରେ ୩୦୫ ଜିଲ୍ଲା ପରିଷଦ ଆସନରେ ଗଣତି କରାଯାଇଛି । ସେଥିମଧ୍ୟରୁ ୮୦ଟି ଆସନର ଫଳାଫଳ ପ୍ରକାଶ ପାଇଛି । ୭୧ଟିରେ ବିଜେଡି ବାଜିମାତ କରିଛି । ୭ଟିରେ କଂଗ୍ରେସ ଏବଂ ୨ଟି ଆସନରେ ବିଜେପି ବିଜୟୀ ହୋଇଛି ।

ପଞ୍ଚାୟତ ନିର୍ବାଚନ ଫଳ ଅପଡେଟ

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ ଗଣତିର ଟ୍ରେଣ୍ଡ ଅନୁସାରେ ବିଜେଡି ୫୫୨ ଜିଲ୍ଲା ପରିଷଦ ଆସନରେ ବିଜୟୀ/ଆଗୁଆ ରହିଛି । ବିଜେପି ବହୁପଛରେ ରହିଛି । ଦଳ ମାତ୍ର ୩୧ ଆସନରେ ବିଜୟୀ/ଆଗୁଆ ରହିଛି । କଂଗ୍ରେସ ୩୦ ଏବଂ ଅନ୍ୟାନ୍ୟ ୭ ଆସନରେ ଆଗୁଆ /ବିଜୟୀ ରହିଛନ୍ତି । ଆଜି ୩୦୭…

ଶ୍ରେୟସଙ୍କ ହ୍ୟାଟ୍ରିକ୍ ଅର୍ଦ୍ଧଶତକ, ଭାରତର ପୁଣି ଏକ ୩-୦ ସିରିଜ୍ ସୁଇପ୍‌

ଧର୍ମଶାଳା: ଶ୍ରେୟସ ଆୟରଙ୍କ ହ୍ୟାଟ୍ରିକ୍ ତଥା ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ ରବିବାର ଅନୁଷ୍ଠିତ ତୃତୀୟ ଓ ଅନ୍ତିମ ଟି୨୦ରେ ମଧ୍ୟ ଶ୍ରୀଲଙ୍କାକୁ ଧରାଶାୟୀ କରିଛି । ଭାରତ ୬ ୱିକେଟରେ ଏହି ମ୍ୟାଚକୁ ଜିତିବା ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି ।…

ପ୍ରଥମ ଦିନ ଗଣତିର ଚୂଡାନ୍ତ ଫଳାଫଳ: ବିଜେଡି ୨୮୧ ଜିଲ୍ଲା ପରିଷଦ ଜୋନରେ ବିଜୟୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ଶନିବାର ଦିନ ୩୧୫ ଜିଲ୍ଲା ପରିଷଦ ଜୋନ୍ ପାଇଁ ହୋଇଥିବା ଭୋଟ୍‌ ଗଣତିର ଫଳାଫଳ ଆସିଛି। ଗଣତି ‌ ୩୧୫ ଜୋନ୍‌ ମଧ୍ୟରୁ ୩୧୪ଟିର ଚୂଡ଼ାନ୍ତ ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ବିଜୁ ଜନତା ଦଳକୁ ୨୮୧ଟି ଜୋନ୍‌ରେ ବିଜୟ ମିଳିଛି। ଭାରତୀୟ ଜନତା ପାର୍ଟି ୧୫ଟି…

ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଗିରଫ

ମୁମ୍ବାଇ:ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କୁ ରବିବାର ମୁମ୍ବାଇ ପୋଲିସ ଗିରଫ କରିଛି। ମୁମ୍ବାଇର ବାନ୍ଦ୍ରାଠାରେ ବିନୋଦ କାମ୍ବଲି ନିଶାସକ୍ତ ହୋଇ କାର୍ ଚଳାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଛି। ସୂଚନା ଅନୁଯାୟୀ, ୫୦ ବର୍ଷୀୟ…

ରୁଷ୍ ବିରୋଧରେ ଅନ୍ତର୍ଜାତୀୟ କୋର୍ଟର ଦ୍ବାରସ୍ଥ ହେଲା ୟୁକ୍ରେନ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି ଏବଂ ଆଜି ଯୁଦ୍ଧର ଚତୁର୍ଥ ଦିନ | ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ମଧ୍ୟ ଦେଖାଯାଉ ନାହିଁ। ଏହାରି ମଧ୍ୟରେ ରୁଷ ବିରୋଧରେ ୟୁକ୍ରେନ ଏକ ବଡ଼ ପଦକ୍ଷେପ ନେଇଛି ‌। ରୁଷ୍ ବିରୋଧରେ ୟୁକ୍ରେନ ଅନ୍ତର୍ଜାତୀୟ କୋର୍ଟ…