ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର-ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ । କୋରୋନାରୁ ସୁସ୍ଥ ହେଲା ପରେ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା ।…

କୋଭିଡ୍ ଟିକା ତିଆରି କଲେ ବ୍ରହ୍ମପୁର ଆଇଜର୍- କେ.ଏନ୍.ୟୁନିଭର୍ସିଟି

ବ୍ରହ୍ମପୁର: ଆଇଜର୍ ବ୍ରହ୍ମପୁର ଏବଂ ଆସାନ୍‌ସୋଲସ୍ଥିତ କାଜି ନାଜରୁଲ୍ ବିଶ୍ଵବିଦ୍ୟାଳୟ (କେ.ଏନ୍.ୟୁନିଭର୍ସିଟି) ମିଳିତ ଭାବେ ନୂତନ କୋଭିଡ୍ ଟିକା ‘ଅଭିସ୍ କୋଭାକ୍‌’ ପ୍ରସ୍ତୁତି କରିପାରିଥିବା ଦାବି କରିଛନ୍ତି। ଯଦିଓ ଅଭିସ୍ କୋଭାକ୍ ଟିକାର ପ୍ରସ୍ତୁତି ତଥା କାର୍ଯ୍ୟକାରିତା କ୍ଲିନିକାଲ୍…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ୧୯ ମାସର ଝିଅ

ବ୍ରହ୍ମପୁର: ବୟସ ମାତ୍ର ଏକ ବର୍ଷ ୭ ମାସ। କୋମଳମତି ଶିଶୁ କନ୍ୟାଟି ଠିକ୍ ଭାବେ ଚାଲିପାରେନି। ଅଥଚ ତାର ମସ୍ତିଷ୍କର ବିଚକ୍ଷଣତା ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରିବ। ଏ ଠାରୁ ଜେଡ୍ ଇଁରାଜୀ ଅକ୍ଷର ହେଉ କି ପଶୁପକ୍ଷୀ, ଫୁଲ ଅଥବା ପନିପରିବା ନାମ ପଚାରନ୍ତୁ ବେଶ୍ ସହଜରେ,…

ଗଞ୍ଜେଇ ମାଫିଆଙ୍କ ୧.୧୭ କୋଟିର ସମ୍ପତ୍ତି ବ୍ୟାଜ୍ୟାପ୍ତି

ପାରଳାଖେମୁଣ୍ଡି: ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗଜପତି ଜିଲ୍ଲାର ଉପାନ୍ତ ଇଲାକା, ବଣ ଜଙ୍ଗଲ ମଧ୍ୟରେ ମାଫିଆମାନେ ଲୁଚାଛପାରେ ଗଞ୍ଜେଇ ଚାଷ କରି ଆସୁଛନ୍ତି। ପୋଲିସ ଓ ପ୍ରଶାସନ ଏହା ବିରୋଧରେ ଲଗାତର ଚଢ଼ଉ କରି ବେଆଇନ ନିଶା କାରବାରର ମୂଳୋତ୍ପାଟନ ପାଇଁ ପ୍ରୟାସ କରି ଆସୁଛି। ଅନେକାଂଶରେ ସଫଳତା…

ପବିତ୍ର କୁମ୍ଭ ସଂକ୍ରାନ୍ତି, ପିତାମହ ଭୀଷ୍ମଙ୍କର ତିରୋଧାନ ତିଥି

ଜ୍ୟୋତିଷ ଗଣନା ଅନୁସାରେ, ସୂର୍ଯ୍ୟ ଯେଉଁ ରାଶିରେ ଯେତେବେଳେ ଅବସ୍ଥାନ କରନ୍ତି, ସେହି ଅନୁସାରେ ସେହି ମାସର ସଂକ୍ରାନ୍ତି ନାମିତ ହୋଇଥାଏ। ମକର ରାଶି ପରେ ସୂର୍ଯ୍ୟ କୁମ୍ଭ ରାଶିରେ ଅବସ୍ଥାନ କରନ୍ତି। ତେଣୁ ତାହା ‘କୁମ୍ଭ ସଂକ୍ରାନ୍ତି’। ଏହି ସଂକ୍ରାନ୍ତିର ବିଶେଷତ୍ୱ ହେଉଛି, ଏହିଦିନ ସମସ୍ତ…

ଗୀତା ମାହାତ୍ମ୍ୟ: ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ। ନାୟଂ ଲୋକଅସ୍ତ୍ୟଯଜ୍ଞସ୍ୟ କୁତୋନ୍ୟ କୁରୁସତ୍ତମ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : - ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ। ନାୟଂ ଲୋକଅସ୍ତ୍ୟଯଜ୍ଞସ୍ୟ କୁତୋନ୍ୟ କୁରୁସତ୍ତମ ହେ ଅର୍ଜ୍ଜୁନ ! ଯଜ୍ଞରୁ ବଳିଥିବା ଅମୃତ ସେବନ କରୁଥିବା ଯୋଗୀମାନେ ସନାତନ ପରଂବ୍ରହ୍ମ…