ଜାତି ବିବାଦରେ ସମୀର ୱାଙ୍ଖେଡେଙ୍କୁ ଆଶ୍ବସ୍ତି, ଅନୁସୂଚିତ ଜାତିର ହୋଇଥିବା ସ୍ପଷ୍ଟ କଲେ ଏସସି ଆୟୋଗ
ନୂଆଦିଲ୍ଲୀ: ନିଜ ଜାତିକୁ ନେଇ ବିବାଦରେ ଛନ୍ଦି ହୋଇପଡିଥିବା ଏନସିବିର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସମୀର ୱାଙ୍ଖେଡେ ଅନୁସୂଚିତ ଜାତିର ବୋଲି ଜାତୀୟ ଅନୁସୂଚିତ ଆୟୋଗ ସ୍ପଷ୍ଟ କରିଛନ୍ତି । ଗତ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ବେଳେ ଏସସି…