ପୁଣି ଖୋଳାହେଲା ଏମାର ମଠ, ଏଥର ମିଳିଲା ଲୁହାକଣ୍ଟା

ପୁରୀ- ପୁଣି ଥରେ ଏମାର ମଠ ଖୋଳାଯାଇଥିଲେ ମଧ୍ୟ ମାଟିତଳୁ ଏଥର କୌଣସି ଗୁପ୍ତଧନ ବା ରୁପାଇଟା ମିଳିନାହିଁ । ଆଜି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମାର ମଠରେ ତିନିଟି ସ୍ଥାନ ଖୋଳାଯାଇଥିଲା । ଖନନ ପରେ କେବଳ ଲୁହାକଣ୍ଟା ଓ ଲୁହାମୁଣ୍ଡା ହିଁ ମିଳିଛି । ପୂର୍ବରୁ ୨୦୧୧ରେ ଏମାର ମଠରୁ ୫୨୨…

ସ୍କୁଲ୍ ଟାଇମ ସ୍ଥିର କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବନ୍ଦ ଥିବା ସ୍କୁଲ, କଲେଜ ଆସନ୍ତା ୭ ତାରିଖରୁ ଖୋଲିବ । ଏହିମାସ ୭ ତାରିଖରୁ ଅଷ୍ଟମ ଉପର ସବୁ ଶିକ୍ଷାନୁଷ୍ଠାନ ଖୋଲିବ । ୧୪ ତାରିଖରୁ ନର୍ସରୀରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ସବୁ ଖୋଲିବ । ଗୁରୁବାର ସ୍କୁଲ,କଲେଜ ନେଇ ରାଜ୍ୟ ସରକାର ଘୋଷଣା…

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର- ଆଉ ଜଣେ କଳାଧନ କୁବେର ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟିଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗତକାଲି ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ପରେ ୩ଟି…

ଓଓ୍ବେସି ‘ଜେଡ୍’ କାଟେଗୋରି ସୁରକ୍ଷା ନେବାକୁ ମନାକଲେ

ନୂଆଦିଲ୍ଲୀ: ଦିଲ୍ଲୀ-ମେରଟ ଏକ୍ସପ୍ରେସୱେରେ ନିଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆସାଦୁଦ୍ଦିନ ଓଓ୍ବେସି ସଂସଦରେ ସରକାରଙ୍କ ଉପରେ ବର୍ଷିଛନ୍ତି। ତାଙ୍କୁ ଦିଆଯିବାକୁ ଥିବା 'ଜେଡ୍' କାଟେଗୋରି ସୁରକ୍ଷାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କ ଉପରେ ଆକ୍ରମଣ ଘଟଣା ନେଇ ସଂସଦରେ ସେ ସରକାରଙ୍କୁ…