ସ୍ଥଳସେନା ଓ ବାୟୁସେନାକୁ ଉପକରଣ ଯୋଗାଇବ ଗଂଜାମ ସ୍ଥିତ କଂପାନି, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର-ମେକ୍ ଇନ୍ ଓଡିଶାର ସଫଳତା । ଗଞ୍ଜାମ ସ୍ଥିତ କଂପାନି ଆନାଡ୍ରୋନ୍ ସିଷ୍ଟମ୍ସକୁ ମିଳିଛି ଏକ ବଡ କଂଟ୍ରାକ୍ଟ । ଭାରତୀୟ ସ୍ଥଳସେନାର ଆଡିସିନାଲ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ ପବ୍ଲିକ୍ ଇନଫର୍ମେସନ ଓ ଭାରତୀୟ ବାୟୁସେନାର ମିଡିଆ କୋଅର୍ଡିନେସନ ସେଂଟରକୁ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ…

ଚଳିତ ସିଜନ୍ ପରେ ଟେନିସକୁ ଗୁଡବାଏ କରିବେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସ଼ ଷ୍ଟାର୍ ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆନ ଓପନ୍ ଖେଳିବାକୁ ଆସିଥିବା ସାନିଆ କହିଛନ୍ତି ଯେ ୨୦୨୨ ତାଙ୍କର ଶେଷ ସିଜନ୍ ହେବ | ବୁଧବାର ଅଷ୍ଟ୍ରେଲିଆନ ଓପନ୍ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡ ମ୍ୟାଚରେ ତାଙ୍କୁ ପରାଜୟର ସାମ୍ନା କରିବାକୁ…

ଅମିତ ପାଲେକର ଗୋଆରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପାଣାଜୀ: ଆମ୍ ଆଦମୀ ପାର୍ଟି(ଆପ୍) ଗୋଆରେ ଅମିତ ପାଲେକରଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛି। ଅମିତ ପାଲେକର ଜଣେ ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ଭାବେ ପରିଚିତ। କରୋନାର ଦ୍ୱିତୀୟ ଲହର ସମୟରେ ଯେତେବେଳେ ଗୋଆରେ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ…

ରାଜ୍ୟରେ କୋରୋନା ସଂକ୍ରମଣର ସମାନ୍ତରାଳ ସ୍ଥିତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଗତ କିଛି ଦିନ ହେବ କୋରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି । ତେଣୁ କିଛି ସ୍ଥାନରେ ଆର୍ ଭାଲ୍ୟୁ ଅଧିକ ରହିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେବେ, ଏଥିପାଇଁ ଭୟର କୌଣସି କାରଣ ନାହିଁ ବୋଲି କହିଛନ୍ତି…