ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍!

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍ ହୋଇଛି । ହ୍ୟାକରମାନେ ପିଏମ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା ସହ ବିଟକଏନ୍ ଉପରେ ଟ୍ବିଟ୍ କରିଛନ୍ତି ।ଏଥିରେ କୁହାଯାଇଥିଲା ଯେ ବିଟକଏନ୍ କୁ ଭାରତ ଆଇନଗତ ମାନ୍ୟତା ପ୍ରଦାନ କରିଛି। ଶନିବାର…

ଗଞ୍ଜାମ ଜିଲ୍ଲା ଗସ୍ତ ନେଇ ବହୁତ ଉତ୍ସାହିତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବହୁ ପ୍ରତିକ୍ଷୀତ ଗଞ୍ଜାମ ଜିଲ୍ଲାକୁ ଆଜି ଦିନିକିଆ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଗସ୍ତକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଗଞ୍ଜାମବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…

୬ଟି ଜିଲ୍ଲାରେ ଜୱାଦ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର-ଆଜିଠାରୁ ରାଜ୍ୟରେ ବାତ୍ୟା ଜୱାଦ ଯୋଗୁଁ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଗତକାଲି ରାତିରେ କେନ୍ଦ୍ରୀୟ ଦଳ ଭୁବନେଶ୍ୱରରେ ପହଂଚିଥିଲେ । ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ୪ ଜଣିଆ କେନ୍ଦ୍ରୀୟ ଟିମ ଆସିଛନ୍ତି । ଟିମ୍‌ରେ…

ଆଜି ଗଞ୍ଜାମ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଭେଟିଦେବେ ୨୨୮୧ କୋଟି ଟଙ୍କାର ୧୨୯୯ ପ୍ରକଳ୍ପ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାବାସୀ, ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣ, ଦଳୀୟ ନେତା ଓ କର୍ମୀଙ୍କ ସମେତ ସାଧାରଣ ଲୋକଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତ ଆରମ୍ଭ କରିବେ। ୨୦୧୯ ସାଧାରଣ ନିର୍ବାଚନ ପରେ କରୋନା ମହାମାରୀଜନିତ ବିକଟ…

ପଞ୍ଚସଖା ଯୁଗର ଅନ୍ୟତମ ଭକ୍ତ ମନେଇ ସାହୁ

ଶ୍ରୀକ୍ଷେତ୍ରର ଅନତି ଦୂରରେ ପୁଣ୍ୟତୋୟା ଭାର୍ଗବୀ ନଦୀ କୂଳରେ ଶସ୍ୟଶ୍ୟାମଳାରେ ପରିପୂର୍ଣ୍ଣ ଗ୍ରାମଟି ହେଉଛି କାଣ୍ଡଗୋଦା l ପୁରୀ ବ୍ରହ୍ମଗିରି ରାସ୍ତାରେ ହେଉ ଅବା ପୁରୀ ଚନ୍ଦନପୁର ଦେଇ ଶୁକଲ ରାସ୍ତାରେ ଗଲେ ଏହି ଗ୍ରାମ ପଡିଥାଏ। ଏହି ଗ୍ରାମ ରେ ୧୪୯୨ ମସିହା ପବିତ୍ର ମକର ସଂକ୍ରାନ୍ତି ଦିନ…

ଗୀତା ମାହାତ୍ମ୍ୟ: ଦେବାନ ଭାବୟତାନେନ ତେ ଦେବା ଭାବୟନ୍ତୁ ବାଃ। ପରସ୍ପରଂ ଭାବୟନ୍ତଃ ଶ୍ରେୟଃପରମ ବାପସ୍ୟଥ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ଦେବାନ ଭାବୟତାନେନ ତେ ଦେବା ଭାବୟନ୍ତୁ ବାଃ। ପରସ୍ପରଂ ଭାବୟନ୍ତଃ ଶ୍ରେୟଃପରମ ବାପସ୍ୟଥ।। ହେ ଅର୍ଜୁନ ! ତୁମେମାନେ ଏହି…

ସାମାନ୍ୟ କଳିରୁ ଏସିଡ ମାସରେ ୫ ଗୁରୁତର

ବରଗଡ : ବରଗଡ଼ ସହରରେ ଆଜି ସାମାନ୍ୟ କଳି ଉଗ୍ର ରୂପ ନେଇଛି । ଦୁଇ ଭାଇଙ୍କ ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଭାଇର ଏସିଡ୍ ମାଡରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବରଗଡ଼…