୫ଟି ସଚିବଙ୍କ ସହ କଥା ହୋଇ ଉତଫୁଲ୍ଲିତ ହେଲେ ଛାତ୍ରଛାତ୍ରୀ

ଭବାନୀପାଟଣା : ରୂପାନ୍ତରଣ ପରେ ସ୍କୁଲ କେମିତି ଲାଗୁଛି ? ଶିକ୍ଷାଦାନ କେମିତି ଚାଲିଛି ? ଆଗକୁ ଭବିଷ୍ୟତରେ କଣ ହେବାକୁ ଲକ୍ଷ୍ୟ ରଖିଛ ? ଏଭଳି କିଛି ପ୍ରଶ୍ନ ସହ ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଭାବ ବିନିମୟ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ.…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କରୋନା ପରବର୍ତ୍ତୀ ଜଟିଳତା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ଥିଲା । ଗତ ସପ୍ତାହରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା…

ଓମିକ୍ରନ ବିରୋଧରେ ଭାରତୀୟ ଟିକା ପ୍ରଭାବୀ ହେବା ନେଇ ଆଶ୍ୱାସନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର - ନୂଆ କୋରୋନା ଭାରିଆଂଟ୍ ଓମିକ୍ରନ ବିରୋଧରେ ମଧ୍ୟ ଭାରତୀୟ ଟିକା ପ୍ରଭାବଶାଳୀ ହେଉଛି । ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି ଯେ, ଓମିକ୍ରନ ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ…

‘ମୋ ସରକାର’, ଭୁବନେଶ୍ୱର ଜମି ସୂଚନା ବ୍ୟବସ୍ଥାକୁ କେନ୍ଦ୍ରର ପ୍ରଶଂସା

ଭୁବନେଶ୍ୱର- ସୁଶାସନ ଅନୁକରଣ ସଂପର୍କିତ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଦିବସରେ କେନ୍ଦ୍ର ପ୍ରଶାସନିକ ସଂସ୍କାର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରାଜ୍ୟରେ ‘ମୋ ସରକାର’, ଭୁବନେଶ୍ୱର ଜମି ସୂଚନା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଓଡିଶାର ସହଭାଗିତାରେ ଏସବୁ କାର୍ଯ୍ୟକ୍ରମକୁ ଅନ୍ୟ…

ନାଗରିକଙ୍କୁ ଉତ୍ତମ ସେବା, ସରକାରୀ କଳରେ ସ୍ୱଚ୍ଛତା ‘ମୋ ସରକାର’ର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଗଣତନ୍ତ୍ରରେ ନାଗରିକଙ୍କୁ ଉତ୍ତମ ସେବା ଯୋଗାଇବାରେ କାମ କରୁଛି ‘ମୋ ସରକାର’ । ସନ୍ତୋଷଜନକ ସେବା ଯୋଗାଉଛି ମୋ ସରକାର । ସରକାରୀ କଳରେ ସ୍ୱଚ୍ଛତା ରଖିବା ପାଇଁ ମୋ ସରକାର କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଲୋକଙ୍କ ପାଖେ ସରକାର ଉତ୍ତରଦାୟୀ ।…

ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୨ ଜଣ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାଇଲା ସଂଯୁକ୍ତ କିସାନ୍ ମୋର୍ଚ୍ଚା, ତଥ୍ୟ ନାହିଁ…

ନୂଆଦିଲ୍ଲୀ: ସଂଯୁକ୍ତ କିସାନ୍ ମୋର୍ଚ୍ଚା ପକ୍ଷରୁ କୃଷକମାନଙ୍କ ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୨ ଜଣ କୃଷକଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ମୃତ କୃଷକଙ୍କ ତାଲିକା କିସାନ ମୋର୍ଚ୍ଚା ଶୁକ୍ରବାର ଦିନ କୃଷି ସଚିବଙ୍କ ନିକଟକୁ ପଠାଇଛି। ନିକଟରେ ସରକାର ସଂସଦରେ କହିଥିଲେ ଯେ…

ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୬୨ରେ ଅଲ୍ଆଉଟ୍, ଟିମ୍ ଇଣ୍ଡିଆ ୨୬୩ ରନରେ ଆଗୁଆ

ମୁମ୍ବାଇ: ୱାଙ୍ଖେଡେ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଏହା ସର୍ବନିମ୍ନ ସ୍କୋର। ଆର ଅଶ୍ୱିନ୍ ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ…