ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଧାର୍ମିକ ଓ ସାମାଜିକ ପର୍ବର ଏକ ସଙ୍ଗମ ଦିବସ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ମାସସାରା ହବିଷ ବ୍ରତ କରାଯାଏ। ଏହି ମାସରେ ଆମିଷ ସମ୍ପୂର୍ଣ୍ଣ ବର୍ଜ୍ୟ ହେଇଥାଏ।କୁହାଯାଏ କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ(ପଞ୍ଚୁକ)ରେ ବଗ ବି ଆମିଷ ଖାଏନି।ପୌରାଣିକ ମତରେ ଅସୁର ଠାରୁ ଚାରି ବେଦ ଙ୍କୁ ଉଦ୍ଧାର କରିବାକୁ ଭଗବାନ ବିଷ୍ଣୁ ସମୁଦ୍ର ଭିତରେ…