Odiaଓଡ଼ିଶାରେ ୩ କୋଟି ୩୪ ଲକ୍ଷରୁ ଅଧିକ ଭୋଟର ସାବ୍ୟସ୍ତ କରିବେ ମତାଧିକାର
ଭୁବନେଶ୍ବର – ବାଜିଛି ନିର୍ବାଚନ ବିଗୁଲ । ଲୋକସଭା ନିର୍ବାଚନ ସହ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହେବ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ଆଜି ଭୁବନେଶ୍ୱରରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଦିଆଯାଇଛି । ଓଡ଼ିଶାର ମୋଟ ୨୧ ଲୋକସଭା ଆସନ [...]
Odiaଲୋକସଭା ନିର୍ବାଚନ ୨୦୨୪: କେଉଁ ପର୍ଯ୍ୟାୟରେ କେଉଁ ରାଜ୍ୟରେ ଭୋଟ୍ ପଡ଼ିବ ଜାଣନ୍ତୁ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଗତଥର ପରି ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ମତଦାନ ଏପ୍ରିଲ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୪ରେ ଫଳାଫଳ ଆସିବ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ ଆସନ, ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟର ୯୪ ଆସନ, ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟର ୯୬ [...]
Odiaରାତିରେ ମହିଳା ହଷ୍ଟେଲକୁ ଯାଉଥିବା ବେଳେ ଧରାପଡ଼ିଲେ ଭାରୋତ୍ତୋଳକ ଅଚିନ୍ତ ଶିଉଲି, ଜାତୀୟ କ୍ୟାମ୍ପରୁ ବହିଷ୍କୃତ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲି ଏନ୍ଆଇଏସ୍ ପଟିଆଲାସ୍ଥିତ ମହିଳା ହଷ୍ଟେଲକୁ ରାତିରେ ଯାଉଥିବା ବେଳେ ଧରାପଡ଼ି ପ୍ୟାରିସ ଅଲିମ୍ପିକ୍ସ କ୍ୟାମ୍ପରୁ ବହିଷ୍କୃତ ହୋଇଛନ୍ତି । ଗୁରୁବାର ରାତିରେ ଏହି ଘଟଣା ଘଟିଛି। ପୁରୁଷ ୭୩ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୨୨ ବର୍ଷୀୟ ଅଚିନ୍ତଙ୍କୁ ସୁରକ୍ଷାକର୍ମୀ ଧରିଥିଲେ । ସେ ମହିଳା ହଷ୍ଟେଲକୁ ଯିବା ବେଳର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ସୁରକ୍ଷା କର୍ମୀ। ଭାରତୀୟ ଭାରୋତ୍ତୋଳନ ସଂଘର ଜଣେ ଅଧିକାରୀ [...]
Odiaଜୂ୍ନ ୧ରେ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟ୍
ଭୁବନେଶ୍ୱର – ଜୁନ ପହିଲାରେ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ମେ’ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ମେ’ ୧୪ ତାରିଖ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ୧୫ ତାରିଖରେ ପ୍ରାର୍ଥିପତ୍ରଗୁଡିକର ଯାଞ୍ଚ ହେବ । ମେ’ ୧୭ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ (ଏସଟି), ବାଲେଶ୍ଵର (ସାଧାରଣ), ଭଦ୍ରକ (ଏସସି), ଯାଜପୁର [...]
Odiaମେ’ ୨୫ରେ ଓଡ଼ିଶାରେ କେଉଁଠି ପଡ଼ିବ ଭୋଟ୍
ଭୁବନେଶ୍ୱର – ଓଡ଼ିଶାରେ ମେ’ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ଲୋକସଭାର ୬ ଓ ବିଧାନସଭାର ୪୨ଟି ଆସନରେ ମତଦାନ ହେବ । ଏପ୍ରିଲ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ମେ’ ୬ ତାରିଖ । ୭ ତାରିଖରେ ପ୍ରାର୍ଥିପତ୍ରଗୁଡିକର ଯାଞ୍ଚ କରାଯିବ। ମେ’ ୯ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ମେ’ ୨୫ରେ ସମ୍ବଲପୁର ( ସାଧାରଣ ),କେନ୍ଦୁଝର [...]
Odiaବିଜେପିରେ ଯୋଗଦେଲେ ଲୋକପ୍ରିୟ ଗାୟିକା ଅନୁରାଧା ପୌଡଓ୍ବାଲ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବଲିଉଡର ଖ୍ୟାତନାମା ଗାୟିକା ଅନୁରାଧା ପୌଡଓ୍ବାଲ ଶନିବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ବିଜେପି ମୁଖ୍ୟାଳୟରେ ଦଳର ନେତାଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପୌଡଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ମୋଦୀଙ୍କ ନେତୃତ୍ୱାଧୀନ ଦଳରେ ଯୋଗ ଦେଇ ଖୁସି ଥିବା କହିଛନ୍ତି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଏବଂ ମୁଖ୍ୟ ମୁଖପାତ୍ର ଅନିଲ ବାଲୁନିଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ [...]
Odiaନିର୍ବାଚନ -୨୪ : ମେ’ ୨୦ରେ ଓଡ଼ିଶାର ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଭୋଟ୍
ଭୁବନେଶ୍ୱର – ମେ’ ୨୦ରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନରେ ଭୋଟ୍ ନିଆଯିବ । ଲୋକସଭା ଆସନଗୁଡିକ ହେଲା – ବରଗଡ଼ ( ସାଧାରଣ), ସୁନ୍ଦରଗଡ଼ (ଏସଟି ), ବଲାଙ୍ଗୀର ( ସାଧାରଣ), କନ୍ଧମାଳ ( ସାଧାରଣ) ଓ ଆସ୍କା ( ସାଧାରଣ) । ବିଧାନସଭା ଆସନଗୁଡିକ ହେଲା – ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଝାରସୁଗୁଡ଼ା, ତଳସରା, [...]
Odiaମେ’ ୧୩ରେ ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍
ଭୁବନେଶ୍ୱର – ମେ’ ୧୩ ତାରିଖରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟ ମତଦାନ ପାଇଁ ଏପ୍ରିଲ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଦିନ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ଏପ୍ରିଲ ୨୫ । ଏପ୍ରିଲ ୨୬ ତାରିଖରେ ପ୍ରାର୍ଥିପତ୍ରଗୁଡିକ ଯାଞ୍ଚ କରାଯିବ । ଏପ୍ରିଲ ୨୯ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। [...]
Odiaଓଡ଼ିଶାରେ ସଂସଦୀୟ କ୍ଷେତ୍ର ଅନୁସାରେ କେବେ ଓ କେଉଁଠି ନିର୍ବାଚନ
ନୂଆଦିଲ୍ଲୀ – ଓଡ଼ିଶାରେ ବିଧାନସଭାର ୧୪୭ ଓ ଲୋକସଭାର ୨୧ଟି ଆସନରେ ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହେବ । ମେ ‘୧୩, ୨୦ , ୨୫ ଏବଂ ଜୁନ ପହିଲାରେ ହେବ ମତଦାନ। ଆସନ୍ତୁ ନଜର ପକାଇବା, ସଂସଦୀୟ କ୍ଷେତ୍ର ଅନୁସାରେ ଓଡ଼ିଶାରେ କେଉଁଠି ଓ କେବେ ମତଦାନ ହେବ । ମେ’ ୧୩ ପ୍ରଥମ ପର୍ଯ୍ୟାୟ – କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ମେ’ ୨୦ – ଦ୍ୱିତୀୟ ପର୍ଯ୍ୟାୟ – [...]
Odiaଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ, ଜୁନ ୪ରେ ଫଳାଫଳ
ନୂଆଦିଲ୍ଲୀ: ବାଜିଲା ବିଗୁଲ୍। ଅପେକ୍ଷାର ଅନ୍ତ ଘଟାଇ ଲୋକସଭା ଏବଂ ଓଡ଼ିଶା ସହ ଚାରି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତିି ନିର୍ବାଚନ କମିଶନ। ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜୁନ ୪ରେ ଫଳାଫଳ ଘୋଷଣା କରାଯିବ । ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ, ତୃତୀୟ ମେ ୭, ଚତୁର୍ଥ ମେ [...]
