Odiaସ୍ମାର୍ଟ ଭିଲେଜ୍ କଲରାବାଙ୍କରେ କିମ୍ସ ଗ୍ରାମୀଣ ଡାକ୍ତରଖାନା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କଠାରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ହସ୍ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ। ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍ପିଟାଲ ଏକ ନୂଆ [...]
Odiaଦୁଇ ବିଚାରାଧୀନ କଏଦୀ ଚମ୍ପଟ ଘଟଣାରେ ଟିଟିଲାଗଡ଼ ସବଜେଲ୍ ୱାର୍ଡେନ ନିଲମ୍ବିତ
ଟିଟିଲାଗଡ଼ – ଟିଟିଲାଗଡ଼ ସବ୍ ଜେଲରୁ ଗତ ୯ ତାରିଖ ରାତିରେ ୨ ଜଣ ବିଚାରାଧୀନ କଏଦୀ ଚମ୍ପଟ ମାରିବା ଘଟଣାରେ ଜେଲ୍ ୱାର୍ଡେନ ଦାନୀ ଦୋରାଙ୍କୁ ନିଲମ୍ବିତ କରିଛନ୍ତି ପଶ୍ଚିମାଞ୍ଚଳ ଜେଲ୍ ଡିଆଇଜି କୁଳମଣି ବେହେରା । ଜେଲ୍ ୱାର୍ଡେନଙ୍କ ଅବହେଳାରୁ ଦୁଇ ହତ୍ୟା ଅଭିଯୁକ୍ତ କଏଦୀ ଫେରାର ହୋଇଯାଇଛନ୍ତି ବୋଲି ପଶ୍ଚିମାଞ୍ଚଳ ଜେଲ୍ ଡିଆଇଜି କହିଛନ୍ତି । ସେ କହିଛନ୍ତି ଯେ, ୱାର୍ଡେନ ଉଭୟ ଅଭିଯୁକ୍ତଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ। ଏହାର ସୁଯୋଗ [...]
Odiaନୟାବ ସିଂହ ସୈନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼: ହରିୟାଣା ବିଜେପି ସଭାପତି ନୟାବ ସିଂହ ସୈନି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଚଣ୍ଡିଗଡ଼ରେ ଅନୁଷ୍ଠିତ ବୈଠକରେ ସୈନି ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ବିଜେପିର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୈନି ଆଜି ସନ୍ଧ୍ୟା ୫ଟାରେ ଶପଥ ନେବେ । ବିଜେପି ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଦଳର ଜାତୀୟ ସାଧାରଣ ସମ୍ପାଦକ ତରୁଣ [...]
Odiaନନ୍ଦନକାନନକୁ ଆସିବେ ନୂଆ ଅତିଥି
ଭୁବନେଶ୍ୱର – ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଅଦଳବଦଳ ପ୍ରକ୍ରିୟାରେ ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନରୁ ନୂଆ ଅତିଥି ଆସିବେ ନନ୍ଦନକାନନ । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦିତ ପଶୁପକ୍ଷୀ ଅଦଳବଦଳରେ ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ୱାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ ଆଡଜୁଟାଣ୍ଟ ଷ୍ଟର୍କ ଆସାମରୁ ନନ୍ଦନକାନନକୁ ଅଣାଯିବ । ପଶୁ ସଂଗ୍ରହରେ ୨ ନୂଆ ପ୍ରଜାତି ସାମିଲ ହେବ । ଏହା [...]
Odiaପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଓ ବୈଠକ ଭତ୍ତାରେ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର – ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ ଭେଟି ପାରିତୋଷିକ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିମାନେ ମାସିକ ୯ ହଜାର ୩୮୦ ଟଙ୍କା ପରିବର୍ତ୍ତେ ୩୦ ହଜାର ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା ଡିଏ + ସିଟିଂ [...]
ହରିୟାଣାରେ ଭାଙ୍ଗିଲା ବିଜେପି-ଜେଜେପି ମେଣ୍ଟ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ପୂରା ମନ୍ତ୍ରିମଣ୍ଡଳର ଇସ୍ତଫା

Odiaହରିୟାଣାରେ ଭାଙ୍ଗିଲା ବିଜେପି-ଜେଜେପି ମେଣ୍ଟ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ପୂରା ମନ୍ତ୍ରିମଣ୍ଡଳର ଇସ୍ତଫା
ଚଣ୍ଡିଗଡ଼: ହରିୟାଣାରେ ବିଜେପି ଓ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ଭାଙ୍ଗିବା ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ତାଙ୍କ ପୂରା ମନ୍ତ୍ରିମଣ୍ଡଳ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନେଇ ଆଲୋଚନା ବିଫଳ ପରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗି ଯାଇଥିବା କୁହାଯାଇଛି। ଏନେଇ ଔପଚାରିକ ଘୋଷଣା ହେବାକୁ ବାକି ଅଛି । ସୂତ୍ରରୁ ପ୍ରକାଶ ଯେ ଖଟ୍ଟର ଓ ପୂରା ମନ୍ତ୍ରିମଣ୍ଡଳର ଇସ୍ତଫା ପରେ ବିଜେପି [...]
Odiaମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟ ମହିଳା ସରକାରୀ କର୍ମଚାରୀମାନଙ୍କୁ ଏଣିକି ବାର୍ଷିକ ୨୫ ଦିନର ସାମୟିକ ଛୁଟି
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କୁ ଏଣିକି ବାର୍ଷିକ ୨୫ ଦିନର ସାମୟିକ ଛୁଟି ମିଳିବ । ମୁଖ୍ୟମନ୍ତ୍ରୀ ଏହି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ [...]
Odiaକର୍ଣ୍ଣାଟକରେ କୋବି ମଞ୍ଚୁରିଆନ୍ ଓ କଟନ କ୍ୟାଣ୍ଡିରେ କୃତ୍ରିମ ରଙ୍ଗ ବ୍ୟବହାର ନିଷେଧ
ବେଙ୍ଗାଲୁରୁ: ପିଲାମାନଙ୍କ ପ୍ରିୟ କଟନ କ୍ୟାଣ୍ଡି (ବମ୍ବେ ଲଡୁ) ଓ ସମସ୍ତଙ୍କ ପ୍ରିୟ ଫାଷ୍ଟଫୁଡ୍ କୋବି ମଞ୍ଚୁରିଆନରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର । ଏହି ଦୁଇ ଖାଇବା ସାମଗ୍ରୀରେ କୃତ୍ରିମ ରଙ୍ଗ ବ୍ୟବହାର ନେଇ ଅଭିଯୋଗ ପରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୂଚନା ଦେଇଛନ୍ତି। ଗଣମାଧ୍ୟମ ଓ ଲୋକଙ୍କ ଅଭିଯୋଗ ଆଧାରରେ ରାଜ୍ୟର ବିଭିନ୍ନ ସ୍ଥାନରୁ [...]
Odia‘ନିର୍ବାଚନ ପୂର୍ବରୁ ଦେଶକୁ ଧ୍ରୁବୀକରଣ କରିବାକୁ ପ୍ରୟାସ’, ସିଏଏ ଲାଗୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ବିବାଦୀୟ ନାଗରିକତା (ସଂଶୋଧନ) ଆଇନ (ସିଏଏ), ୨୦୧୯ ଲାଗୁ ନେଇ ବିରୋଧୀ ଦଳ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ଏହା ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ବଣ୍ଡ ମାମଲାରୁ ଧ୍ୟାନ ହଟାଇବା ଓ ଦେଶକୁ ଧ୍ରୁବୀକରଣ କରିବାର ପ୍ରୟାସ ବୋଲି ସେମାନେ କହିଛନ୍ତି। ସରକାର ସୋମବାର ବିବାଦୀୟ ସିଏଏ ନିୟମାବଳୀ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିଲେ । ଏଥିସହ ଏହି ଆଇନ ତତ୍କାଳ ଲାଗୁ ହୋଇଛି । ସିଏଏ ନିୟମାବଳୀ ଜାରି ହେବା ପରେ ମୋଦୀ [...]
Odiaଜାମୁଝରୀରେ ସବୁଜ ବଳୟ ଆଦର୍ଶ କାରାଗାର ପାଇଁ ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଜାମୁଝରୀରେ ପ୍ରସ୍ତାବିତ ସବୁଜ ବଳୟ ଆଦର୍ଶ କାରାଗାର ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ହେବ ରାଜ୍ୟର ସବୁଠାରୁ ବଡ଼ ଓ ପ୍ରଥମ ସବୁଜ ବଳୟ କାରାଗାର । ପ୍ରାୟ ୫୦ ଏକର ଜମିରେ ନିର୍ମାଣ ହେବ କାରାଗାର । ପ୍ରସ୍ତାବିତ କାରାଗାର ଆଶ୍ରମ ଢାଞ୍ଚାରେ ନିର୍ମାଣ ହେବ । ୫-ଟି ଉପକ୍ରମରେ ନିର୍ମାଣ ହେବାକୁ ଥିବା ଆଦର୍ଶ କାରାଗାରରେ ଟେକ୍ନୋଲୋଜି ମାଧ୍ୟମରେ ସ୍ୱଚ୍ଛତା, ଡିଜିଟାଲ ପେମେଣ୍ଟ , [...]
