Odiaଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଚୁଆ ବନ ଅଧିକାର ସହାୟକ
ଭୁବନେଶ୍ୱର – ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ କର୍ମଚାରୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟ ରାଇଟ୍ସ ଆସିଷ୍ଟାଣ୍ଟ ( ଏଫଆରଏ ) ରୋଜା ନିଘତ ପରବିନଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ବନ ଅଧିକାର ଅଧିନିୟମ ଅଧୀନସ୍ଥ ହିତାଧିକାରୀଙ୍କ ଜଣେ ପ୍ରତିନିଧିଙ୍କଠାରୁ ପରବିନ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲେ। କିଛି ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜାରି ସମ୍ପର୍କିତ ଫାଇଲ ପ୍ରୋସେସ କରିବାକୁ ପରବିନ [...]
Odiaକଂଗ୍ରେସରେ ମିଶିଲେ ଆଉ ଜଣେ ବିଜେପି ସାଂସଦ
ଜୟପୁର: ଲୋକସଭା ନିର୍ବାଚନ ନିକଟତର ହେଉଥିବା ବେଳେ ନେତାଙ୍କ ଦଳ ଡିଆଁ ଧାରା ଜାରି ରହିଛି । ବ୍ରିଜେନ୍ଦ୍ର ସିଂହଙ୍କ ପରେ ବିଜେପିର ଆଉ ଜଣେ ସାଂସଦ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜସ୍ଥାନର ଚୁରୁ ଆସନରୁ ବିଜେପି ସାଂସଦ ଥିବା ରାହୁଲ କାସୱାନ୍ ସୋମବାର ନିଜ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଛନ୍ତି। ବିଜେପିରୁ ଇସ୍ତଫା ଘୋଷଣାର କିଛି ଘଣ୍ଟା ପରେ ରାହୁଲ କାସୱାନ୍ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ [...]
Odia୫ଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ : ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଓ ଦୀର୍ଘତମ ସେତୁର ଲୋକାର୍ପଣ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି. ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ଓ ଖୋର୍ଦ୍ଧା ଜିଲ୍ଲା ଜଟଣି କୁଦିଆରିରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ [...]
Odiaନିର୍ବାଚନୀ ବଣ୍ଡ୍ ମାମଲାରେ ଷ୍ଟେଟ୍ ବ୍ୟାଙ୍କର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ଆସନ୍ତାକାଲି (ମାର୍ଚ୍ଚ ୧୨) ସୁଦ୍ଧା ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ବିବରଣୀ ଦାଖଲ କରିବାକୁ ଏସବିଆଇକୁ କହିଛନ୍ତି ସୁପ୍ରିମକୋର୍ଟ । ଏହି ଆଦେଶର ଖିଲାପ କଲେ ଏସବିଆଇ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁପ୍ରିମକୋର୍ଟ ଦେଶର ସବୁଠୁ ବଡ଼ ବ୍ୟାଙ୍କକୁ ଚେତାବନୀ ମଧ୍ୟ ଦେଇଛନ୍ତି [...]
ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି, ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ

Odiaମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି, ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟକ୍ରମକୁ କ୍ରୀୟାଶୀଳ କରିବା ଦିଗରେ ଏହି [...]
Odiaନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ମାମଲାରେ ଏସବିଆଇ ଆବେଦନର ଆଜି ଶୁଣାଣି
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ଅଧିକ ସମୟ ଦାବି କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ଏହାକୁ ରଦ୍ଦ କରିଥିଲେ। ଏହା ସହିତ ୧୨ ଏପ୍ରିଲ ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ଏସବିଆଇକୁ ନିର୍ଦ୍ଦେଶ [...]
Odiaନୂଆ ଆଇନ ଅନୁଯାୟୀ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରୋକିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୋମମବାର ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ସରକାରଙ୍କ ଦ୍ୱାରା ସିଇସି ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରୋକାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତିି । ସମ୍ପ୍ରତି ନିର୍ବାଚନ କମିଶନରେ ଦୁଇଟି ନିର୍ବାଚନ କମିଶନର (ଇସି) ପଦବୀ ଖାଲି ପଡ଼ିଛି। ଏହି ପଦ ପୂରଣ କରିବା ପାଇଁ ମାର୍ଚ୍ଚ ୧୩ କିମ୍ବା ୧୪ ରେ ପ୍ରଧାନମନ୍ତ୍ରୀଙ୍କ [...]
Odiaଆଜିଠୁ ତିନିଦିନ ପ୍ରବଳ ତାତି
ଭୁବନେଶ୍ୱର – ଆଜିଠୁ ତିନି ଦିନ ରାଜ୍ୟରେ ଖରା ତାତି ବଢିବ । ଉପାନ୍ତରୁ ଉପକୂଳ ସବୁଠି ପାରଦ ଉପରମୁହାଁ ହେବ। ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜଧାନୀ ଭୁବନେଶ୍ଵର ଓ କଟକ ସମେତ ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାରେ [...]
୯୬ତମ ଓସ୍କାର ପୁରସ୍କାରରେ ବାଜି ମାରିଲା ‘ଓପେନହାଇମର’, ଶ୍ରେଷ୍ଠ ଫିଲ୍ମ ଓ ନିର୍ଦ୍ଦେଶନା ସହ ଜିତିଲା ୭ଟି ପୁରସ୍କାର

Odia୯୬ତମ ଓସ୍କାର ପୁରସ୍କାରରେ ବାଜି ମାରିଲା ‘ଓପେନହାଇମର’, ଶ୍ରେଷ୍ଠ ଫିଲ୍ମ ଓ ନିର୍ଦ୍ଦେଶନା ସହ ଜିତିଲା ୭ଟି ପୁରସ୍କାର
ଲସ୍ ଆଞ୍ଜେଲସ୍: ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି | ଶ୍ରେଷ୍ଠ ଫିଲ୍ମ, ନିର୍ଦ୍ଦେଶକ ଓ ଅଭିନେତା ସହ ‘ଓପେନହାଇମର’ ସର୍ବାଧିକ ୭ଟି ବର୍ଗରେ ପୁରସ୍କାର ଜିତିଛି । ପରମାଣୁ ବୋମାର ଜନକ ରବର୍ଟ ଜେ ଓପେନହାଇମରଙ୍କ ଉପରେ ଆଧାରିତ ଏହି ଫିଲ୍ମ ପାଇଁ ସିଲିଆନ୍ ମର୍ଫି ଶ୍ରେଷ୍ଠ ଅଭିନେତା ଓ ଖ୍ରୀଷ୍ଟୋଫର୍ ନୋଲାନ୍ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ଜିତିଛନ୍ତି | ମର୍ଫି ଓ ନୋଲାନଙ୍କ ଏହା ପ୍ରଥମ ଓସ୍କାର [...]
Odiaଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର – ଆଜି ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଷା ଆମ ଗୌରବ, ଆମ ବୈଭବ। ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ। ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟାଦା ସ୍ୱରୂପ ଆଜି ଆମେ ପାଳନ କରୁଛେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ’। ଏହା ପଛରେ ଥିବା ମହାପୁରୁଷମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଭାଷାର ବହୁଳ [...]
