Odiaଏମିତି ବି ହୁଏ : ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା -ପୁଅ , ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ
କେନ୍ଦୁଝର – ସଡ଼କ ଦୁର୍ଘଟଣାରେ ଚାଲିଗଲେ ବାପ – ପୁଅ । ଆଉ ଏକ ଖବର ଶୁଣି ସମ୍ପର୍କୀୟ ଦାଦାଙ୍କ ହୃଦଘାତରେ ମୃତ୍ୟୁ । କେନ୍ଦୁଝର ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସଦର ବ୍ଲକ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା (୫୩ ବର୍ଷ ) ଓ ପୁଅ ଲକ୍ଷ୍ମଣ ମୁଣ୍ଡା (୩୨ ବର୍ଷ) ସ୍କୁଟିରେ ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟରୁ ଆସୁଥିବା ଏ [...]
Odiaଦିଲ୍ଲୀ, ଗୁଜରାଟ, ହରିୟାଣାରେ ଏକାଠି ନିର୍ବାଚନ ଲଢ଼ିବେ କଂଗ୍ରେସ-ଆପ୍
ନୂଆଦିଲ୍ଲୀ: କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ, ଗୁଜରାଟ ଓ ହରିୟାଣାରେ ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ । ଉଭୟ ଦଳ ଶୀଘ୍ର ଆସନ ଭାଗବଣ୍ଟା ସମ୍ପର୍କରେ ଘୋଷଣା କରିପାରନ୍ତି । ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟରେ ଆସନ ଭାଗବଣ୍ଟା ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି । ଉଭୟ ଦଳ ଖୁବ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିପାରନ୍ତି। କେଉଁ ଦଳ [...]
Odiaକାର୍ ଦୁର୍ଘଟଣାରେ ତେଲେଙ୍ଗାନାର ବିଆରଏସ୍ ବିଧାୟିକା ନନ୍ଦିତାଙ୍କ ମୃତ୍ୟୁ
ହାଇଦ୍ରାବାଦ: ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ବିଧାୟିକା ଜି ଲାସ୍ୟ ନନ୍ଦିତାଙ୍କ ଆଜି ସକାଳେ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ନନ୍ଦିତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ସେ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟରୁ ବିଧାୟକ ଥିଲେ। ନନ୍ଦିତାଙ୍କ ଏସୟୁଭି ସଙ୍ଗାରେଡି ଜିଲ୍ଲାର ସୁଲତାନପୁର ଆଉଟର୍ ରିଙ୍ଗ ରୋଡରେ ଏକ ଡିଭାଇଡର୍ ସହ ପିଟି ହୋଇ ଯାଇଥିଲା । ନନ୍ଦିତାଙ୍କ ସହ ଏସୟୁଭିରେ ତାଙ୍କ ଡ୍ରାଇଭର ଥିଲେ। ନନ୍ଦିତା ଡ୍ରାଇଭିଂ ସିଟ୍ ପାଖରେ ବସିଥିଲେ। ଦୁର୍ଘଟଣାରେ ନନ୍ଦିତା [...]
Odia୫-ଟି କ୍ରୀଡା ରୂପାନ୍ତରଣ : ଆଜି ବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫-ଟି ଉପକ୍ରମରେ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ରୂପାନ୍ତରୀକରଣ ହେଉଛି। କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରାଯିବା ସହ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯାଉଛି । ଯୁବଗୋଷ୍ଠୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟବ୍ୟାପୀ କ୍ରୀଡା ଭିତ୍ତିଭୂମି ସୃଷ୍ଟି ଉପରେ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଜି ବିଭିନ୍ନ ଜିଲ୍ଲାରେ କ୍ରୀଡା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର, ୪୮ଟି ବହୁମୁଖୀ ଇଣ୍ଡୋର [...]
Odiaଆଜି କଳା ଦିବସ ପାଳିବେ ଚାଷୀ
ନୂଆଦିଲ୍ଲୀ: ପୋଲିସର ରବର ଗୁଳିରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପ୍ରତିବାଦରେ ଆନ୍ଦୋଳନରତ ଚାଷୀ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବେ । ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ-ହରିୟାଣା ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଗୁଡ଼ିକୁ ସମର୍ଥନ ଜଣାଇ ସଂଯୁକ୍ତ କିସାନ୍ ମୋର୍ଚା (ଏସକେଏମ୍) କଳା ଦିବସ ପାଳନ କରିବାକୁ ଘୋଷଣା କରିଛି । ଲୋକମାନଙ୍କୁ ସେମାନଙ୍କ ଘର ଏବଂ ଗାଡ଼ିରେ କଳା ପତାକା ଲଗାଇବାକୁ ଅପିଲ [...]
Odiaଆଜିଠୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ, ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ
ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯିବ । ରାଜକୋଟ ଟେଷ୍ଟରେ ବୃହତ ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ରାଞ୍ଚିରେ ସିରିଜ୍ ଜିତିବାକୁ ରୋହିତଙ୍କ ଦଳ ପାଖରେ ସୁଯୋଗ ରହିଛି । ଯଦି ଭାରତ ଚତୁର୍ଥ ଟେଷ୍ଟ ଜିତେ ତେବେ ଦଳ ପ୍ରଥମ ଥର ପାଇଁ ଘରେ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ତୃତୀୟ ସିରିଜ ଜିତିବ। ଭାରତ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ କେବେ କ୍ରମାଗତ [...]
Odiaଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ
ପୁରୀ – ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି କାର୍ଯ୍ୟ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା -ଏଏସ ଆଇ ପକ୍ଷରୁ ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି ଚାଲିବ। ମାର୍ଚ୍ଚ ୨୦ ପୂର୍ବରୁ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି କାମ ଚାଲିବା ବେଳେ କୌଣସି ଶ୍ରୀମନ୍ଦିରର ବଡ଼ ନୀତି ନାହିଁ। ନାଟମଣ୍ଡପ ମରାମତି ବେଳେ ଦର୍ଶନ ବ୍ୟବସ୍ଥା ଯେଭଳି ବାଧାପ୍ରାପ୍ତ ହେବନାହିଁ ତାହା ଉପରେ ଦୃଷ୍ଟି ଦିଆଯାଇଛି। [...]
Odiaମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ
ମୁମ୍ବାଇ – ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ମନୋହର ଯୋଶୀଙ୍କ ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମନୋହର ଯୋଶୀଙ୍କ ପରଲୋକ ହୋଇଯାଇଛି। ହୃଦଘାତ ପରେ ତାଙ୍କୁ ୨୧ ତାରିଖରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ମନୋହର ଯୋଶୀ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ଶିବସେନା-ବିଜେପି ମେଣ୍ଟ ସରକାରର ସେ ନେତୃତ୍ୱ ନେଇଥିଲେ। ଅବିଭାଜିତ ଶିବସେନାର [...]
Odiaଆଜି ଅଗ୍ନି ଉତ୍ସବ, ସର୍ବତ୍ର ପାଳିତ ହେବ ଅଗିଜଳା ପୂର୍ଣ୍ଣିମା
ମାଘ ମାସ ପୂର୍ଣ୍ଣମୀକୁ କୁହାଯାଏ ଅଗିଜଳା ପୂର୍ଣ୍ଣମୀ।ଏହାସହ ଏହାକୁ ଅଇଘରା ପୂର୍ଣ୍ଣିମା,ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ), ଅଇଘେରା, ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା (ଅଗିଜଳା), ଅଗିରା ପୂର୍ଣ୍ଣମୀ ଆଦି କୁହାଯାଏ। ଅଗିଜଳା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ।ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ।ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ।ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଚହୁଁ ଦିସି ଚିତଇ ପୁଁଛି ମାଲୀଗନ । ଲଗେ ଲେନ ଦଲ ଫୁଲ ମୁଦ୍ରିତ ମନ ॥ ତେହି ଅବସର ସୀତା ତହଁ ଆଈ । ଗିରିଜା ପୂଜନ ଜନନି ପଠାଈ ॥ ଭାବାର୍ଥ :- ଚାରିପଟେ ଦୃଷ୍ଟି ବୁଲାଇ ବଗିଚାରେ କାମ କରୁଥିବା ମାଳି ମାନଙ୍କୁ ପଚାରି ଆବଶ୍ୟକତା ଅନୁସାରେ ପତ୍ର ଫୁଲ ଆଦି ସଂଗ୍ରହ କରିବାକୁ ଲାଗିଲେ । ସେହି ସମୟରେ ମା ସୀତା ସେହି ବଗିଚାକୁ ଆସିଲେ [...]
