Odiaବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ: ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ ବରଗଡ଼ କ୍ୟାନ୍ସର ହସ୍ପିଟାଲର କଲେ ଲୋକାର୍ପଣ
ବରଗଡ଼ – ବରଗଡ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମେଗା ଜଳସେଚନ ପ୍ରକଳ୍ପ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହାପରେ ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ରୂପାନ୍ତରଣ ପର୍ବ ଚାଲିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – [...]
Odiaଅଭିନେତା ଋତୁରାଜ ସିଂହଙ୍କ ହୃଦଘାତରେ ପରଲୋକ
ନୂଆଦିଲ୍ଲୀ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଋତୁରାଜ ସିଂହଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ତାଙ୍କ ବିୟୋଗ ଘଟିଥିବା ନିକଟତମ ସୂତ୍ରରୁ ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ଏଥିପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନିକଟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ଗତକାଲି ରାତି ପ୍ରାୟ ୧୨.୩୦ରେ ହୃଦ୍ଘାତରେ ତାଙ୍କ ନିଧନ ହୋଇଛି । ଋତୁରାଜ [...]
Odiaଉପର ମୁହାଁ ଦିନ ଓ ରାତି ତାପମାତ୍ରା, ରାଜ୍ୟରେ ବଢୁଛି ତାତି
ଭୁବନେଶ୍ୱର – ମାଘ ମାସ ଶେଷ ହେବାକୁ ଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ବି ବଢ଼ିବାରେ ଲାଗିଛି । ମାଘ ମାସରେ ଶୀତ ସଂପୂର୍ଣ୍ଣ ଭାବେ ଉଭେଇ ଯାଇଛି । ରାତିର ତାପମାତ୍ରା ବଢ଼ିବାରେ ଲାଗିଛି । ଦିନ ତାପମାତ୍ରା ବି ଅଧିକ ରହୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର [...]
Odiaବିଶ୍ବର ଶ୍ରେଷ୍ଠ ୧୦୦ ଲଗଜରି ବ୍ରାଣ୍ଡ୍ ମଧ୍ୟରେ ଭାରତର ମାଲାବାର ଗୋଲ୍ଡ, ଟାଇଟନ୍ ସହ ୬ କମ୍ପାନୀ
ମୁମ୍ବାଇ: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ ଓ ଟାଇଟନ ସହ ଅନ୍ୟ ଚାରି ଭାରତୀୟ ଅଳଙ୍କାର କମ୍ପାନୀ ବିଶ୍ୱରେ ଶ୍ରେଷ୍ଠ ୧୦୦ ଲଗଜରି ସାମଗ୍ରୀ ନିର୍ମାତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ୧୯ତମ ସ୍ଥାନ ସହ ମାଲାବାର ଗୋଲ୍ଡ ଭାରତର ଅଗ୍ରଣୀ ଘରୋଇ କମ୍ପାନୀ ହୋଇପାରିଛି | ଏହା ପରେ ଟାଟା ଗ୍ରୁପର ଟାଇଟନ୍ କମ୍ପାନୀ ୨୪ତମ ସ୍ଥାନରେ ରହିଛି । ଅଳଙ୍କାର ନିର୍ମାତା କଲ୍ୟାଣ ଜୁଏଲର୍ସ ଏବଂ ଆନନ୍ଦ ଅଲୁକ୍କାସ୍ ଡେଲଏଟ୍ ଗ୍ଲୋବାଲ୍ ଲଗଜରି [...]
Odiaନ୍ୟାୟ ଯାତ୍ରାରେ ଲାଗିବ ବ୍ରେକ୍, ଆଜି କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ, ମାମଲା କ’ଣ ଜାଣନ୍ତୁ
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆଜି ସାମୟିକ ବ୍ରେକ୍ ଲାଗିପାରେ। ଏକ ମାନହାନି ମାମଲାରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲା କୋର୍ଟରେ ହାଜର ହୋଇପାରନ୍ତି । ରାହୁଲ ସମ୍ପ୍ରତି ୟୁପିରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ମଙ୍ଗଳବାର ସକାଳେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କିଛି ସମୟ ପାଇଁ ସ୍ଥଗିତ ରହିବ। କାରଣ ରାହୁଲ ଗାନ୍ଧୀ [...]
Odiaମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥର ଦଶମ ବୋର୍ଡ ପରୀକ୍ଷା ଦେଉଛନ୍ତି। ମାଟ୍ରିକ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ଓ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
Odiaକେନ୍ଦ୍ରର ପ୍ରସ୍ତାବକୁ କୃଷକ ନେତାଙ୍କ ପ୍ରତ୍ୟାଖ୍ୟାନ, ଜାରି ରହିବ ଆନ୍ଦୋଳନ
ଚଣ୍ଡିଗଡ଼: ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଥିବା କୃଷକ ନେତାମାନେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ସରକାରୀ ସଂସ୍ଥା ଦ୍ବାରା ଡାଲି, ମକା ଓ କପା କିଣିବା ନେଇ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । ସରକାରଙ୍କ ଏହି ପ୍ରସ୍ତାବ ଚାଷୀଙ୍କ ସ୍ବାର୍ଥରେ ନୁହେଁ ବୋଲି ସେମାନେ କହିଛନ୍ତି । ବୁଧବାର ଠାରୁ ପୁଣିଥରେ ସେମାନେ ଜାତୀୟ ରାଜଧାନୀ ଅଭିମୁଖେ ପଦଯାତ୍ରା କରିବେ ବୋଲି କୃଷକ ନେତାମାନେ ଘୋଷଣା କରିଛନ୍ତି । କୃଷକ ନେତା ସୌରଭ ସିଂହ [...]
Odiaମାଟ୍ରିକ ପରୀକ୍ଷା ପୂର୍ବରୁ ସ୍କୁଲ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
ବଲାଙ୍ଗୀର – ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ବଲାଙ୍ଗିରରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ବିଶ୍ୱ।ତ୍ମା ବିଦ୍ୟାମନ୍ଦିର ହଷ୍ଟେଲ ଭିତରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ହେଲେ ତାଲିଉଡ଼ ଗାଁର ଲିପୁନ ପ୍ରଧାନ। ହଷ୍ଟେଲ ବାଥରୁମ୍ରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ [...]
ବରଗଡ଼ରେ ହେବ ମେଡିକାଲ କଲେଜ
ବରଗଡ଼ : ବରଗଡ଼ କ୍ୟାନସର ହସପିଟାଲ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେବ । ଏହା ଦ୍ଵାରା ବରଗଡ଼ବାସୀଙ୍କ ଲୋକଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଛି । ଏହା ସହିତ ବରଗଡ଼ବାସୀଙ୍କୁ ଦୋହରା ଖୁସି ମିଳିବାକୁ ଯାଉଛି । ଏହି ମେଡିକାଲ କଲେଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖାପାଖି ଅଞ୍ଚଳରେ ହେବ । ବରଗଡ଼ ମେଡିକାଲ କଲେଜ ସ୍ଥାପନ ପାଇଁ ଭଟଲି ତହସିଲର ଟୁକୁର୍ଲା ମୌଜାର ୫ ଏକର ଜମି ସ୍ଵାସ୍ଥ୍ୟ ବିଭାଗ ନାମରେ [...]
Odiaରାଜ୍ୟସଭା ନିର୍ବାଚନ: ନିର୍ବିରୋଧରେ ନିର୍ବାଚିତ ହେବେ ଓଡ଼ିଶାରୁ ତିନି ପ୍ରାର୍ଥୀ
ଭୁବନେଶ୍ବର – ରାଜ୍ୟସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଓଡ଼ିଶାରୁ ଖାଲି ହେଉଥିବା ରାଜ୍ୟସଭାର ୩ଟି ଆସନ ପାଇଁ ଶାସକ ବିଜେଡିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ୍ ରହିଛି। ତୃତୀୟ ପ୍ରାର୍ଥୀ ବିଜେପି ନେତା ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର ମଧ୍ୟ ଯାଞ୍ଚ ପରେ କାଏମ୍ ରହିଛି। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ ଘୋଷଣା [...]
