Odiaରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସୋନିଆ, ଆଜି ନାମାଙ୍କନ ପତ୍ର ଦାଖଲ କରିବେ
ନୂଆଦିଲ୍ଲୀ / ଜୟପୁର: କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ରାଜସ୍ଥାନରୁ ଦଳର ରାଜ୍ୟସଭା ପ୍ରାର୍ଥୀ ହେବେ । ସେ ଆଜି ନାମାଙ୍କନପତ୍ର ଦାଖଲ କରିବେ ବୋଲି ପାର୍ଟି ସୂତ୍ରରୁ ସୂଚନା ମିଳିଛି । ସୋନିଆ ଗାନ୍ଧୀ ବୁଧବାର ଜୟପୁରରେ ନାମାଙ୍କନପତ୍ର ଦାଖଲ କରିବେ। ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ [...]
Odiaଆଜି ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ହେବ ରଥକାଠ ଅନୁକୂଳ ପୂଜା
ପୁରୀ – ଆଜି ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ପୂଜା ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ୧୨ ଫୁଟ ବିଶିଷ୍ଟ ତିନି ଖଣ୍ଡ ଧଉରା କାଠ ରଖାଯାଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ପୂଜା ହେବ। ତିନି ରଥ ନିର୍ମାଣ ପାଇଁ ୮୫୬ ଖଣ୍ଡ କାଠ ଦରକାର ପଡ଼ିଥାଏ। ଗତବର୍ଷ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ୫୩ଟି ବଳକା ତେଣୁ [...]
ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

Odiaଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଶେରଗଡ଼ ଓ ଶୀତଳ ପଲ୍ଲୀରେ ଜନସଭାକୁ ସମ୍ବୋଧନ କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଶୀତଳପଲ୍ଲୀରେ ବହୁ ପ୍ରତୀକ୍ଷିତ ସମ୍ ହସପିଟାଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାଛଡା ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପ, ହରଭଙ୍ଗୀ ସଂପ୍ରସାରଣ ପ୍ରକଳ୍ପ ଓ ଛେଳିଗଡ ଟନେଲ ଓ ଡ୍ୟାମ ପ୍ରକଳ୍ପ ଉଦ୍ଘାଟନ କରିବେ । ଏଥିସହ ମୁଖ୍ୟମନ୍ତ୍ରୀ [...]
Odiaଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଭେଟି ଦେବେ ବହୁ ପ୍ରକଳ୍ପ, ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ଲୋକାର୍ପଣ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ଆଜି ଦିନିକିଆ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହ ଆସୁଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ପ୍ରଥମେ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ୍ ଯିବେ। ଶେରଗଡ଼ ବସଷ୍ଟାଣ୍ଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ପ୍ରକଳ୍ପ ଅଞ୍ଚଳବାସୀଙ୍କ ସକାଶେ ଉଦଘାଟନ କରିବା ସହ ଆଉ କିଛି ପ୍ରକଳ୍ପ ନିମନ୍ତେ ଶୁଭ ଦେବେ। ଶେରଗଡ଼ ବ୍ଲକର ସବୁ ପଞ୍ଚାୟତକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ [...]
Odiaଫିରିଙ୍ଗିଆରେ ଗଛକୁ ଧକ୍କା ଦେଲା ବାଇକ୍: ବାପା ମୃତ, ପୁଅ ଗୁରୁତର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବାଲନ୍ଦାପଡା ନିକଟରେ ମଙ୍ଗଳବାର ରାତି ପ୍ରାୟ ଦଶଟାରେ ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋଛାପଡା ଥାନା ଅର୍ନ୍ତଗତ କୁଇରୀମାଣ୍ଡୁ ପଞ୍ଚାୟତ ଗଟଗାଁର ବୁଜ ଦିଗାଲ। ଦୁର୍ଘଟଣାରେ ତାଙ୍କ ପୁଅ ଦାଉଦ ଦିଗାଲ ଗୁରୁତର ହୋଇଛନ୍ତି। ବାପା ପୁଅ ଗୋଟିଏ ବାଇକରେ ସାଡିଙ୍ଗିଆ ଗାଁର ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ତେବେ ବାଲନ୍ଦାପଡା ଠାରୁ ଗଟଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକା ଗଛରେ ଗାଡ଼ିଟି ଭାରସାମ୍ୟ [...]
Odiaଆଜି ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା, ପକ୍ଷାନ୍ତରେ ରତିକାମ ମହୋତ୍ସବ
ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ।ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀ ଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନୃପ କରି ବିନୟ ମହାଜନ ଫେରେ । ସାଦର ସକଲ ମାଗନେ ଟେରେ ॥ ଭୂଷନ ବସନ ବାଜି ଗଜ ଦୀହ୍ନେ । ପ୍ରେମ ପୋଷି ଠାଢେ ସବ କୀହ୍ନେ ॥ ଭାବାର୍ଥ :- ରାଜା ଦଶରଥ ବିନୟ ପୂର୍ବକ ଜନକ ପୁରର ସମସ୍ତ ପ୍ରତିଷ୍ଠିତ ମହାଜନଙ୍କୁ ନିଜନିଜ ଘରକୁ ଫେରିଯିବାକୁ କହିଲେ ଏବଂ ପରମ ଆଦରର ସହିତ ମାଗିଯାଚି ବଞ୍ଚୁଥିବା ବଞ୍ଚିତ ମାନଙ୍କୁ ଡକାଇଲେ । ସେମାନଙ୍କୁ ସୁନାର ଗହଣା, [...]
Odiaଗୀତା ଉପଦେଶ: ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ, ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ସ୍ୱାଭାବିକ ପ୍ରକୃତି ବିଷୟରେ କହୁଛନ୍ତି – ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି। ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ ?
Odiaକଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳର ମନଯୋର ଜଳସେଚନ ପ୍ରକଳ୍ପ, ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ ଉଦ୍ଘାଟିତ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ। ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ [...]
Odiaଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଦ୍ୟୁତ ଦର
ଭୁବନେଶ୍ବର -ଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଦ୍ୟୁତ ଦର। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା। ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର। ବିଦ୍ଯୁତ ଦର ନେଇ୧୫ ଦିନ ଧରି ଚାଲିଥିଲା ଓଇଆରସିରେ ଶୁଣାଣି ଚାଲିଥିଲା। ଇ-ବିଲ ଓ ଇ-ପେମେଣ୍ଟରେ ବିଲ ପିଛା ମିଳିବ ୧୦ଟଙ୍କା ରିହାତି। ଗ୍ରୀନ [...]
