Odiaବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା: ୧୯ରେ ଆଜମୀର -ପୁଷ୍କର ତୀର୍ଥ ଯାତ୍ରାରେ ଯିବେ ୯୭୦ ଜଣ
ସମ୍ବଲପୁର: ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ଚଳିତ ଫେବୃଆରୀ ୧୯ ତାରିଖ ରୁ ୨୪ ଫେବୃଆରୀ ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ଅନୁଗୁଳ ଜିଲ୍ଲାରୁ ଚୟନ ହେଇଥିବା ୯୭୦ ଜଣ ବରିଷ୍ଠ ନାଗରିକ ଯାତ୍ରା କରିବେ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ସାଥିରେ ୩୦ ଜଣ ଏସ୍କଟ ଅଫିସର ଙ୍କୁ ସହିତ ମୋଟ ୧୦୦୦ ଜଣ ଯାତ୍ରୀଙ୍କୁ ନେଇ ଆଜମୀର [...]
Odiaମମତା ଯୋଜନା ସହାୟତା ରାଶିକୁ ଦୁଇଗୁଣ କଲେ ନବୀନ : ଏଣିକି ମିଳିବ ୧୦ହଜାର
ଭୁବନେଶ୍ୱର: ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଗର୍ଭବତୀ ମହିଳାମାନଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ। ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ [...]
Odiaଯାଜପୁର ଆସି ବିକାଶ ଦେଖବାକୁ ବିରୋଧୀଙ୍କୁ ଆହ୍ବାନ ଦେଲେ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ଵର: ଯାଜପୁର କୁସୁମାରୁ ବିରୋଧୀଙ୍କୁ ମାରିଲେ ବାଣ। ସାଧାରଣ ସଭାରେ ଯୋଗ ଦେଇ ବିରୋଧୀ ବିଜେପିକୁ କଡ଼ା ସମାଲୋଚନା କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି କହିଥିଲେ। ସେ ପ୍ରଥମେ ଯାଜପୁର ଜିଲ୍ଲା ବୁଲିକି ଦେଖନ୍ତୁ ଆଉ ତା ପରେ ଏହି କଥା କହିବେ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ [...]
Odiaଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ଦତ୍ତାଜିରାଓ ଗାଏକୱାଡଙ୍କ ଦେହାନ୍ତ
ନୂଆଦିଲ୍ଲୀ: ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାଏକୱାଡଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ମଙ୍ଗଳବାର ୯୫ ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ କୋଚ୍ ଅଂଶୁମାନ ଗାଏକୱାଡଙ୍କ ବାପା ଥିଲେ। ପରିବାରର ସୂତ୍ରରୁ ପ୍ରକାଶ, ଦତ୍ତାଜିରାଓ ଗାଏକୱାଡ ଗତ ୧୨ ଦିନ ଧରି ବରୋଦାସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ [...]
Odiaମୁକ୍ତା କାର୍ଯ୍ୟକ୍ରମ : ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ମିଶନଶକ୍ତି ଗୋଷ୍ଠୀର ସଶକ୍ତିକରଣ
ଭୁବନେଶ୍ୱର – ଭୁବନେଶ୍ୱରର ବୈଶାଖୀ ମହାସଂଘର ଲକ୍ଷ୍ମୀପ୍ରିୟା ରାଉତ କୁହନ୍ତି, “ଆମର ମହାସଂଘ କାର୍ଯ୍ୟ ସମ୍ପାଦନ ଏଜେନ୍ସି ଭାବରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) ଠାରୁ ୱାର୍କ ଅର୍ଡର ଗ୍ରହଣ କରି ମୁକ୍ତା ଯୋଜନା ଅଧୀନରେ ପାର୍କ ନିର୍ମାଣ କରିଛି | ବର୍ତ୍ତମାନ ଆମେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ | “ଆମେ ସମସ୍ତେ ଜାଣୁ ଯେପରି ଆମେ ଏହି ଅଞ୍ଚଳକୁ ସଫା କରିଥିଲୁ, ଯାହା ଚାରିଆଡ଼େ ବୁଦା ସହିତ ଏକ ଅପହଞ୍ଚ, ପରିତ୍ୟକ୍ତ [...]
Odiaପଞ୍ଜାବ-ହରିୟାଣା ସୀମାରେ ପୋଲିସ ଓ ଚାଷୀ ମୁହାଁମୁହିଁ, ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ
ଚଣ୍ଡିଗଡ଼: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଆଇନ୍ ଦାବି କରି କୃଷକମାନେ ଦିଲ୍ଲୀ ଆଡ଼କୁ ଯାଉଥିବା ବେଳେ ଅମ୍ବାଲାର ଶମ୍ଭୁ ନିକଟ ପଞ୍ଜାବ ସୀମାରେ ହରିୟଣା ପୋଲିସ ସହ ସେମାନଙ୍କ ସଂଘର୍ଷ ଘଟିଛି । ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଚାଷୀଙ୍କ ଉପରେ ହରିୟାଣା ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି। ଚାଷୀ ମାନଙ୍କୁ ପୋଲିସ ଲାଠିଚାର୍ଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଶମ୍ଭୁ ସୀମା ନିକଟରେ କିଛି ଚାଷୀଙ୍କୁ ମଧ୍ୟ ଅଟକ ରଖାଯାଇଛି [...]
Odiaବିଜେପିରେ ମିଶିଲେ ଅଶୋକ ଚହ୍ବାନ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ ମଙ୍ଗଳବାର ଶାସକ ଦଳ ବିଜେପିରେ ଯୋଗ ଦେଇଛନ୍ତି। ସୋମବାର ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାୱନକୁଲେ, ଦଳର ମୁମ୍ବାଇ ମୁଖ୍ୟ ଆଶିଷ ଶେଲାର ଓ କ୍ୟାବିନେଟ୍ ମନ୍ତ୍ରୀ ଗିରିଶ ମହାଜନଙ୍କ ଉପସ୍ଥିତିରେ ମୁମ୍ବାଇର ପାର୍ଟି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ୬୫ ବର୍ଷୀୟ ଚହ୍ବାନ । ବିଜେପିରେ ଯୋଗଦେବା ପୂର୍ବରୁ ଚହ୍ବାନ କହିଥିଲେ, ଆଜି [...]
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ , ଶୁଭାଶିଷ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଦୁଇ ନେତା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ବିଜେଡିର ଅନେକ ମନ୍ତ୍ରୀ ଓସବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଦଳର ବହୁ [...]
Odiaମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି: ଛାତ୍ରଛାତ୍ରୀମାନଙ୍କୁ ମିଳିବ ନୂଆ -ଓ ସ୍କଲାରସିପ, ଘୋଷଣା କଲେ ୫-ଟି ଅଧ୍ୟକ୍ଷ
ଯାଜପୁର – ଯାଜପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ । ନୂଆ-ଓ ସ୍କଲାରସିପ୍ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ। ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କଲାରସିପ୍। ଛାତ୍ରଙ୍କୁ ୯ ହଜାର ଟଙ୍କା ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ସ୍କଲାରସିପ୍ ଦିଆଯିବ । ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍ [...]
କୃଷକ ଆନ୍ଦୋଳନ: ବୱାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କଲେ କେଜ୍ରିୱାଲ ସରକାର

Odiaକୃଷକ ଆନ୍ଦୋଳନ: ବୱାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କଲେ କେଜ୍ରିୱାଲ ସରକାର
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ବୱାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବା ପାଇଁ ଦିଲ୍ଲୀ ପୋଲିସର ପ୍ରସ୍ତାବକୁ କେଜ୍ରିୱାଲ ସରକାର ଖାରଜ କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତିି ଚାଷୀଙ୍କ ଦାବି ଯଥାର୍ଥ । ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବା ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର। କୃଷକମାନେ ଏହି ଦେଶର ଅନ୍ନଦାତା । ସେମାନଙ୍କୁ ଜେଲରେ ରଖିବା ଠିକ୍ ନୁହେଁ | ତେଣୁ ବାୱାନା ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ ଦିଆଯିବ ନାହିଁ ବୋଲି କେଜ୍ରିୱାଲ ସରକାର [...]
