Odia୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି: ଛାତ୍ରଛାତ୍ରୀମାନେ ଯେପରି ଉନ୍ନତ ସୁବିଧା ସୁଯୋଗ ପାଇପାରିବେ, ଶିକ୍ଷାନୁଷ୍ଠାନ ପରିସର ଯୁଗପଯୋଗୀ ଭାବେ ବିକଶିତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଯତ୍ନ ନେଉଛନ୍ତି। ସେଥିପାଇଁ ସ୍କୁଲ କଲେଜକୁ ବହୁଳ ଅନୁଦାନ ମଞ୍ଜୁର କରାଯାଇଛି। ସେଥିରେ ଶିକ୍ଷାନୁଷ୍ଠାନ ବିକଶିତ ହେବା ସହ ଛାତ୍ରଛାତ୍ରୀମାନେ ଏହାର ଲାଭ ନେଇ ନିଜ କ୍ୟାରିୟରକୁ ଉନ୍ନତ କରି ଗଢି ଉଠନ୍ତୁ। ରାଜ୍ୟ ଓ ଜାତିର ସୁନାମ ରଖନ୍ତୁ ବୋଲି କହିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ [...]
Odiaମୋକିମ ଓ ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ହଟାଇଲା କଂଗ୍ରେସ
ଭୁବନେଶ୍ବର – ତିନି ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ। ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି। ଗତବର୍ଷ ଜୁଲାଇରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ନିଲମ୍ବନ କରିଥିଲା।ସୂଚନାଯୋଗ୍ୟ,ଗତବର୍ଷ ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇ ନେତା ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଏଆଇସିସି ଶୃଙ୍ଖଳା [...]
Odiaକୁନୋରେ ତିନି ଶାବକଙ୍କୁ ଜନ୍ମ ଦେଲା ଚିତା ‘ଜ୍ୱାଲା’
ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଅଣାଯାଇଥିବା ଏକ ଚିତା ‘ଜ୍ବାଲା’ ତିନୋଟି ଛୁଆ ଜନ୍ମ କରିଛି । ଏହା ପୂର୍ବରୁ ଜାନୁଆରୀ ୩ରେ ଚିତା ‘ଆଶା’ ତିନିଟି ଛୁଆ ଜନ୍ମ କରିଥିଲା । ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ଚିତା ଶାବକ ସଂଖ୍ୟା ୬କୁ ବୃଦ୍ଧି ପାଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି, କୁନୋରେ ନୂଆ ଶାବକ । ‘ଜ୍ବାଲା’ ନାମକ ନାମିବ୍ୟା [...]
Odiaବୌଦ୍ଧ -କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ -ମାଓବାଦୀ ଗୁଳି ବିନିମୟ
ବୌଦ୍ଧ – ବୌଦ୍ଧ -କନ୍ଧମାଳ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ନଳିକୁମ୍ପା ଜଙ୍ଗଲରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପୋଲିସର ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ପୋଲିସର ପାଲଟା ଗୁଳି ଚାଳନାରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ୨୫ରୁ ୩୦ ମାଓବାଦୀ ପୋଲିସ ସହ ସଂଘର୍ଷ କରିଥିଲେ । ଜବାବୀ ଗୁଳିଚାଳନା ପରେ ସେମାନେ ଶିବିର [...]
Odiaଆଜିଠୁ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଅଯୋଧ୍ୟା: ପ୍ରାଣ ପ୍ରତିଷ୍ଠାର ଦିନକ ପରେ ମଙ୍ଗଳବାର ଠାରୁ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ସକାଳୁ ହିଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାମଲାଲାଙ୍କ ଦର୍ଶନ ପାଇଁ ମନ୍ଦିର ନଗରୀ ଅଯୋଧ୍ୟାକୁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ଆଜିଠୁ ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ [...]
Odiaଆଜି ଅପରାହ୍ନରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା ପରେ ପ୍ରଥମ ଥର ପାଇଁ ଆଜି ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ତିନିରଥ ଆଦିକୁ ନେଇ ଚାଲିଥିବା ପ୍ରଦର୍ଶନୀ ଦେଖିବେ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୪ଟା ୪୫ ମିନିଟରେ ମାଟିତୋଟା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରୁ [...]
Odiaନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର – ଆଜି ଜାନୁଆରୀ ୨୩ ତାରିଖ । ଆଜି ସାରାଦେଶରେ ପାଳନ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ମହାନ କ୍ରାନ୍ତିବୀର ତଥା ପରାକ୍ରମୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ସ୍ବାଧୀନତା ଓ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ତ୍ୟାଗ ଏବଂ ବଳିଦାନ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଚିର ଆଦର୍ଶ ହୋଇ [...]
Odiaଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଅସୀମ ସାହସ ଓ ବୀରତ୍ବର ଦିଗଜ୍ଜ ଥିଲେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ
ଭାରତୀୟ ସ୍ୱାଧିନତା ଆନ୍ଦୋଳନ ଇତିହାସ ରେ ଯେଉଁ ଦୁଇଜଣଙ୍କୁ ଦୁର୍ଦଶ ନେତା ଭାବରେ ସର୍ବାଗ୍ରେ ଗ୍ରହଣ କରାଯାଏ, ସେ ଦୁଇଜଣ ହେଉଛନ୍ତି ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ର ସାଏ। ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ ସୁନୁ ଗିରିଜା ହରିଚରିତ ସୁହାଏ । ବିପୁଲ ବିସଦ ନିଗମାଗମ ଗାଏ ॥ ହରି ଅବତାର ହେତୁ ଜେହି ହୋଈ । ଇଦମିତ୍ଥଂ କହି ଜାଇ ନ ସୋଈ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ଶୁଣ, ସମସ୍ତ ବେଦ ଶାସ୍ତ୍ରାଦିରେ ଶ୍ରୀହରିଙ୍କର ସୁନ୍ଦର ରୂପେ ବିସ୍ତ୍ରୁତ ନିର୍ମଳ ଚରିତ୍ରର ଗାନ କରାଯାଇଛି । ଶ୍ରୀହରି ଙ୍କର ଅବତାର ଯେଉଁ କାରଣରୁ ହୋଇଥାଉ ନା କାହିଁକି, ତାହାକୁ ସଠିକ୍ ରୂପେ [...]
Odiaଗୀତା ଉପଦେଶ : ଆତ୍ମାର ମୃତ୍ୟୁ ନଥାଏ, ଏହା କେବଳ ତାର କଳେବର ପରିବର୍ତ୍ତନ କରିଥାଏ
ଗୀତା ଉପଦେଶ : ଆତ୍ମାର ମୃତ୍ୟୁ ନଥାଏ, ଏହା କେବଳ ତାର କଳେବର ପରିବର୍ତ୍ତନ କରିଥାଏ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦ୍ଵିତୀୟ ଅଧ୍ୟାୟରେ କହୁଛନ୍ତି : – ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି । ତଥା ଶରୀରାଣି ବିହାୟ ଜୀର୍ଣ୍ଣା- ନ୍ୟନ୍ୟାନି ସଂଯାତି ନବାନି ଦେହୀ। ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରନ୍ତି। ସେହିପରି ଆତ୍ମା ମୃତ୍ୟୁ [...]
