ମାଟ୍ରିକ ପରୀକ୍ଷା ଦେଉଛନ୍ତି ବିଧାୟକ Odiaଓଡ଼ିଶା By Newsroom Odisha Network On Apr 29, 2022 Share ଫୁଲବାଣୀ -ଏଥର ମାଟ୍ରିକ ପରୀକ୍ଷା ଦେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ପାରିବାରିକ ସମସ୍ୟା ଯୋଗୁଁ ମାଟ୍ରିକ ପରୀକ୍ଷା ଦେଇ ପାରି ନଥିଲେ ବିଧାୟକ । ରାଜନୈତିକ ବ୍ୟସ୍ତତା ଯୋଗୁଁ ସମୟ ବାହାର କରି ପାରି ନଥିଲେ । ତେଣୁ ଏଥର ମାଟ୍ରିକ ପରୀକ୍ଷା ଦେଉଛନ୍ତି ବିଧାୟକ । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.