ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ FeaturedOdiaଓଡ଼ିଶା By Newsroom Odisha Network On May 22, 2022 Share ॥ ବାଲ କାଣ୍ଡ ॥ ହିୟଁ ହରଷ କାମାରି ତବ ସଂକର ସହଜ ସୁଜାନ । ବହୁବିଧି ଉମହି ପ୍ରସଂସି ପୁନି ବୋଲେ କୃପାନିଧାନ ॥ ଭାବାର୍ଥ :-ତା’ପରେ କାମଦେବଙ୍କର ଶତ୍ରୁ-ସ୍ବଭାବତଃ ସୁଜ୍ଞାନୀ, ସମସ୍ତଙ୍କ କୃପାନିଧାନ- ଶ୍ରୀଶିବ ମନେ ମନେ ବହୁତ ଖୁସିହେଲେ, ଏବଂ ମାତା ପାର୍ବତୀଙ୍କର ବହୁପ୍ରକାରରେ ପ୍ରଶଂସା କରି କହିଲେ — Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.