ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ Odiaଓଡ଼ିଶା By Newsroom Odisha Network On Nov 10, 2022 Share ॥ ବାଲ କାଣ୍ଡ ॥ ଗଏ ବିଭୀଷନ ପାସ ପୁନି କହେଉ ପୁତ୍ର ବର ମାଗୁ । ତେହଗଂ ମାଗେଉ ଭାଗବଂତ ପଦ କମଲ ଅନୁରାଗୁ ॥ ଭାବାର୍ଥ :- ଏହାପରେ ବ୍ରହ୍ମା ବିଭୀଷଣଙ୍କ ନିକଟକୁ ଗଲେ, ଆଉ କହିଲେ, ହେ ପୁତ୍ର! କେଉଁ ବର ମାଗୁଛ ମାଗ । ବିଭୀଷଣ ଭଗବାନଙ୍କ ଚରଣ କମଳରେ ନିର୍ମଳ ନିଷ୍କାମ ଓ ଅନନ୍ୟ ପ୍ରେମ ବରରୂପେ ମାଗିଲେ । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.