ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ କାଲିଠାରୁ ୯ ଦିନ ଯାଏଁ ଭିତରକନିକା ବନ୍ଦ FeaturedOdiaଓଡ଼ିଶା By Newsroom Odisha Network On Jan 4, 2024 Share କେନ୍ଦ୍ରାପଡା – ଆସନ୍ତାକାଲିଠାରୁ ବନ୍ଦ ରହିବ ଭିତରକନିକା । ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ କାଲିଠାରୁ ୧୩ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନାହିଁ ଭିତରକନିକା ଅଭୟାରଣ୍ୟ । ୫ଟି ରେଞ୍ଜରେ ବଉଳା କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.