ଭାରତ ସିରିଜ୍ ବିଜୟୀ FeaturedOdiaଖେଳ By Newsroom Odisha Network On Jul 13, 2024 Share ହରାରେ: ଚତୁର୍ଥ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ୧୦ ୱିକେଟରେ ହରାଇ ଭାରତ ସିରିଜ କବଜା କରିଛି। ଜିମ୍ବାୱେ ପ୍ରଦତ୍ତ ୧୫୩ ରନର ବିଜୟ ଲକ୍ଷ୍ୟକୁ ଭାରତ ବିନା କୌଣସି ଓ୍ବିକେଟ୍ ହରାଇ ମାତ୍ର ୧୫.୨ ଓଭରରେ ହାସଲ କରିନେଇଥିଲା। ଜୈସୱାଲ ଅପରାଜିତ ୯୩ ରନ୍ ଏବଂ ଶୁଭମାନ ଗିଲ୍ ୫୮ ରନ୍ କରି ନଟ୍ ଆଉଟ୍ ରହିଥିଲେ। Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.