ଫୁଲବାଣୀ: ବୈବାହିକ ଜୀବନ ଆରମ୍ଭ କଲେ ଦୁଇ ଆତ୍ମସମର୍ପଣକାରୀ ମହିଳା ମାଓବାଦୀ

ଫୁଲବାଣୀ: ସାଧାରଣ ବିବାହ ଭଳି ବାଦ୍ୟବାଜଣା ବାଜୁଥିଲା। ପୁରୋହିତଙ୍କ ମନ୍ତ୍ରପାଠ ବି ଚାଲିଥିଲା। ଭୋଜିଭାତରେ ଆଗନ୍ତୁକ ଆପାୟିତ ବି ହେଉଥିଲେ। ଏକାସାଙ୍ଗରେ ଦୁଇ ଯୋଡ଼ା କନ୍ୟା- ବର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ନିଆରା ଥିଲା ତ କନ୍ୟା ପକ୍ଷଙ୍କ କଥା। କାରଣ ବିବାହ ବେଦୀରେ…