ଚାମ୍ବରରେ ଟଙ୍କା ନେଉଥିଲେ ଥାନାବାବୁ, ମାଡ଼ି ବସିଲା ଭିଜିଲାନ୍ସ

ବଲାଙ୍ଗୀର - ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା। ଚାର୍ଜସିଟରୁ ନାଁ କାଟିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଆଜି ଆଲୋକ ବେହେରା ସିନ୍ଧେକେଲା ଥାନାର ନିଜ ଚାମ୍ବରରେ ଏହି ଲାଞ୍ଚ ଟଙ୍କା…