ଥମିଲା ପ୍ରଚାର, ଆସନ୍ତାକାଲି ଭୋଟ ଦେବ ପଦ୍ମପୁର

ବରଗଡ଼ - ପଦ୍ମପୁର ଉପନିର୍ବାଚନ ପାଇଁ ଥମିଛି ପ୍ରଚାରର କୋଳାହଳ । ତିନି ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ସୋମବାର ହେବ ଭୋଟ ଗ୍ରହଣ । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ ଭୋଟ ଗ୍ରହଣ । ମତଦାନ ଲାଗି ମୋଟ ୩୧୯ଟି ପୋଲିଂ ବୁଥ୍ କରାଯାଇଛି। ଏଥିମଧ୍ୟରୁ ୬ଟି ପିଙ୍କ୍ ବୁଥ୍ ଓ ୧୫ଟି…

ଆଜି ଏମସିଡି ନିର୍ବାଚନ, ୨୫୦ ଓ୍ବାର୍ଡରେ ଚାଲିଛି ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନ । ଏଥିପାଇଁ ୨୫୦ ଓ୍ବାର୍ଡରେ ମତଦାନ ସକାଳ ୮ ଟାରୁ ଆରମ୍ଭ ହୋଇଛି । ଭୋଟ୍ ଗ୍ରହଣ ସନ୍ଧ୍ୟା ୫:୩୦ ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନ ପାଇଁ ଜାତୀୟ ରାଜଧାନୀ ନଗରୀରେ ୧୩୬୩୮ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।…

ଭାରତୀୟ ନୈ।ସେନା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର - ଆଜି ହେଉଛି ଭାରତୀୟ ନୈ।ସେନା ଦିବସ । ଦେଶର ଜଳସୀମାର ସୁରକ୍ଷା କରୁଥିବା ବୀର ଯବାନମାନଙ୍କୁ ସଲାମ କରୁଛନ୍ତି ଦେଶବାସୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈ।ସେନା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଦମ୍ୟ ସାହସ, ନିଷ୍ଠା ଓ…

ଫିଫା ବିଶ୍ୱକପ୍‌: କ୍ବାର୍ଟର ଫାଇନାଲରେ ଆର୍ଜେଣ୍ଟିନା, ନେଦରଲାଣ୍ଡସ୍

ଦୋହା: କାତାରରେ ଚାଲିଥିବା ଫିଫା ବିଶ୍ୱକପ୍‌ର ଦ୍ୱିତୀୟ ପ୍ରି-କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଆର୍ଜେଣ୍ଟିନା ଦଶମ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି | କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ମୁକାବିଲା ନେଦରଲାଣ୍ଡସ୍ ସହ ହେବ। ଏହି ମ୍ୟାଚ୍…

ରାଜ୍ୟରେ ଆଜିଠାରୁ ପୁଣି ବଢିବ ଶୀତ

ଭୁବନେଶ୍ବର - କିଛି ଦିନର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ପୁଣି ଶୀତ ବଢ଼ିବା ସମ୍ଭାବନା ରହିଛି । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ଦିନରେ ପାଗ ଖରାଟିଆ ଓ ଶୁଖିଲା ରହିବା ବେଳେ ରାତିରେ ଥଣ୍ଡା ବଢ଼ିବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ଥିଲା । ସର୍ବନିମ୍ନ…