ପଂଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁଥିବା କର୍ମଚାରୀଙ୍କୁ ମିଳିବ ସବୈତନିକ ଛୁଟି

ଭୁବନେଶ୍ୱର - ପଂଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁଥିବା କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମତଦାନ ଦିନ କର୍ମଚାରୀଙ୍କୁ ଛୁଟି ମିଳିବ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀଙ୍କୁ ଛୁଟି ମିଳିବ । ଏ ନେଇ ଶ୍ରମ ବିଭାଗ ପକ୍ଷରୁ ସବୁ…

ସ୍ବାମୀଙ୍କୁ ଫେରାଇ ଆଣିବାକୁ SPଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ ପ୍ରାର୍ଥିନୀ

ସୁବର୍ଣ୍ଣପୁର: ମହାଦେବପାଲି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ମୀନା ଦେହୁରୀଙ୍କ ସ୍ବାମୀ ଅପହରଣ ମାମଲାରେ ପୋଲିସକୁ କିଛି ସଫଳତା ମିଳିନାହିଁ । ବିନିକା ପୋଲିସ ପ୍ରାର୍ଥୀନୀ ମୀନାଙ୍କ ଅଭିଯୋଗକୁ ଭିତ୍ତି କରି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ପୀଡିତା ଜିଲ୍ଲା ଆରକ୍ଷୀ…

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମନ୍ତ୍ରୀ

ସୁବର୍ଣ୍ଣପୁର: ବିନିକା ବ୍ଲକରେ ମନ୍ତ୍ରୀ ପଦ୍ମନାଭ ବେହେରା ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣା ହରିପାଲଙ୍କ ପାଇଁ ପ୍ରଚାର କରିଛନ୍ତି । ବଲାରଙ୍ଗା , ଚେରୁପାଲି, ଅରିଗାଁ , ଆଦର , ବାବୁପାଲି , ପଲସାପାଲି , ବାଗଡ଼ିଆ , ଖଇରମାଳ , କମିରା ଅଇଲାମୁଣ୍ଡା , ସିଂହିଯୁବା ପ୍ରଭୃତି ଗ୍ରାମରେ…