ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ
ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଭୋରରେ ଏକାମ୍ରକ୍ଷେତ୍ର ପ୍ରକଳ୍ପ ଅଂଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସେ ଏ ବାବଦରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ଦୋକାନୀଙ୍କ ଥଇଥାନ କାମ ତ୍ୱରାନ୍ୱିତ…