Browsing Tag

2021 Men’s FIH Hockey Junior World Cup

ଜୁନିଅର ବିଶ୍ୱକପ୍ ହକି : ସେମିରେ ଆଜି ଫ୍ରାନ୍ସ ବନାମ ଆର୍ଜେଂଟିନା ଏବଂ ଭାରତ ବନାମ ଜର୍ମାନୀ

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକିରେ ଆଜି ସେମିଫାଇନାଲର ଦିନ । ଆଜି ପ୍ରଥମ ସେମିଫାଇନାଲର ଫ୍ରାନ୍ସ ଓ ଆର୍ଜେଂଟିନା ମଧ୍ୟରେ ଖେଳାଯିବ । ସଂଧ୍ୟା ସାଢେ ୭ଟାରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ, ଦ୍ୱିତୀୟ ସେମିଫାଇନାଲରେ ୬ ଥରର ଚାମ୍ପିଅନ ଜର୍ମାନୀକୁ ଭେଟିବ । କ୍ୱାର୍ଟର ଫାଇନାଲରେ ଭାରତ,…

ଜୁନିଅର ବିଶ୍ୱକପ୍ ହକିରେ ଆଜି ଖେଳାଯିବ କ୍ୱାର୍ଟର ଫାଇନାଲ୍ , ସଂଧ୍ୟାରେ ବେଲଜିୟମ ସହ ଭାରତର ମୁକାବିଲା

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକି ପ୍ରତିଯୋଗିତାରେ ଆଜି ସମସ୍ତ କ୍ୱାର୍ଟର ଫାଇନାଲ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ, ବେଲଜିୟମକୁ ଭେଟିବ । ଏହି ମ୍ୟାଚ ସଂଧ୍ୟା ସାଢେ ୭ଟାରେ ଖେଳାଯିବ । ଭାରତ ନିଜ ଗ୍ରୁପରେ ରନର୍ସଅପ୍ ହୋଇ କ୍ୱାର୍ଟର ପର୍ଯ୍ୟାୟକୁ…

ଜୁନିଅର ବିଶ୍ୱକପ୍ ହକି : ଗ୍ରୁପ୍ ପର୍ଯ୍ୟାୟରେ ଗୋଲ୍ ପ୍ରାବଲ୍ୟ, କାଲିଠାରୁ ନକ୍ ଆଉଟ୍‌, ପ୍ରଥମ କ୍ୱାର୍ଟରରେ…

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟରେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନ ଥିବା ଦଳଗୁଡିକ ମଧ୍ୟରେ ଆଜିଠାରୁ କ୍ଲାସିଫିକେସନ ମ୍ୟାଚ୍ ଖେଳାଯିବ । ଆଜି କଳିଙ୍ଗରେ ଚାରିଟି ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ କାନାତୁ ଭେଟୁଥିବା ବେଳେ ପାକିସ୍ତାନ ଓ ଆମେରିକା ମଧ୍ୟରେ…

ଜୁନିୟର ହକି ବିଶ୍ୱକପ୍‌: ପୋଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ଭାରତ ଶନିବାର ନିଜ ଶେଷ ଗ୍ରୁପ୍ ମ୍ୟାଚରେ ପୋଲାଣ୍ଡକୁ ୮-୨ ଗୋଲରେ ହରାଇଛି । ଏହି ବୃହତ ବିଜୟ ସହ ଭାରତ ଗ୍ରୁପ-ବି’ରେ ଦ୍ୱିତୀୟ ସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ଭାରତର ମୁକାବିଲା ବେଲଜିୟମ ସହ ହେବ । ଆଜି…

ଜୁନିଅର ବିଶ୍ୱକପ୍ ହକି : ଇଜିପ୍ଟ ବିପକ୍ଷରେ ଆର୍ଜେଂଟିନାର ବୃହତ ବିଜୟ

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିର ଆଜି ଦ୍ୱିତୀୟ ଦିନ । ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଂଟିନା ବିଜୟୀ ହୋଇଛି । ଆର୍ଜେଂଟିନା , ଇଜିପ୍ଟ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ୧୪-୦ ଗୋଲରେ ବିଜୟୀ ହୋଇଛି ଆର୍ଜେଂଟିନା । ଆଜି ଭାରତୀୟ ଦଳ ତାହାର…

ଜୁନିୟର ହକି ବିଶ୍ୱକପ୍‌: ରୋମାଞ୍ଚକ ମ୍ୟାଚରେ ଫ୍ରାନ୍ସଠୁ ଭାରତ ୫-୪ ଗୋଲରେ ପରାସ୍ତ

ଭୁବନେଶ୍ୱର,୨୪ ।୧୧: କଳିଙ୍ଗ ଷ୍ଟାଡିୟମରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଜୁନିୟର ହକି ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ପ୍ରଥମ ମ୍ୟାଚରେ ଫ୍ରାନ୍ସ ଠାରୁ ୫-୪ ଗୋଲରେ ପରାସ୍ତ ହୋଇଯାଇଛି । ଭାରତ ପଛୁଆ ରହିବା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ଲଢୁଆ ପ୍ରଦର୍ଶନ କରି ଫ୍ରାନ୍ସକୁ କଡ଼ା ଟକ୍କର…

ଜୁନିଅର ବିଶ୍ୱକପ୍ ହକି : ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ବେଲଜିୟମ, ସଂଧ୍ୟାରେ ଭାରତ-ଫ୍ରାନସ…

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଜୁନିଅର ବିଶ୍ୱକପ୍ ହକି । ଆଜିର ପ୍ରଥମ ମ୍ୟାଚରେ ବେଲଜିୟମ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି । ବେଲଜିୟମ ଗତଥରର ସଂସ୍କରଣରେ ଭାରତଠାରୁ ହାରି ରନର୍ସଅପ୍ ହୋଇଥିଲା । ବେଲଜିୟମ ପକ୍ଷରୁ ଆଜି ଡି. ରୋମାନ ସର୍ବାଧିକ ୨ଟି…

ହକିର ହାର୍ଟ୍ ଥ୍ରବ୍ ଓଡ଼ିଶା: ଆଜିଠୁ ଜୁନିଅର୍ ପୁରୁଷ ବିଶ୍ୱକପ୍ ଟକ୍କର

ଓଡ଼ିଶାକୁ କ୍ରୀଡ଼ା ବିଶେଷ କରି ହକି ଖେଳର ହବ୍ ଭାବେ ସାରା ବିଶ୍ବରେ ଏକ ଭବ୍ୟ ପରିଚୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଆଉ ଏକ ସଫଳ ଅଧ୍ୟାୟ ହେବାକୁ ଯାଉଛି ନଭେମ୍ବର ୨୪ ବୁଧବାରରୁ ଆରମ୍ଭ ହେଉଥିବା ଜୁନିଅର୍ ପୁରୁଷ ହକି ବିଶ୍ୱକପ୍। ଏଥିରେ ଆୟୋଜକ ଭାରତ ସମେତ…

ଆଉ ଏକ ହକି ମହାସମର ପାଇଁ କଳିଙ୍ଗ ପ୍ରସ୍ତୁତ, ଆଜିଠାରୁ ଆଇକନିକ୍ ଷ୍ଟାଡିୟମରେ ଜୁନିଅର ବିଶ୍ୱକପ୍ ହକି

ଭୁବନେଶ୍ୱର- ଆଇକନିକ କଳିଙ୍ଗ ହକି ଷ୍ଟାଡିୟମରେ ପୁଣି ଥରେ ହକି ମହୋତ୍ସବ । ବିଶ୍ୱର ସବୁଠାରୁ ଲୋକପ୍ରିୟ ହକି ଷ୍ଟାଡିୟମରେ ବଛା ବଛା ଦଳ ମଧ୍ୟରେ ଆଉ ଏକ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ କ୍ଷେତ୍ର ପ୍ରସ୍ତୁତ । ଚାମ୍ପିଅନସ ଟ୍ରଫି ଓ ବିଶ୍ୱକପ୍ ହକି ଭଳି ବଡ ବଡ ପ୍ରତିଯୋଗିତା ଆୟୋଜନ…

ଭୁବନେଶ୍ୱର ଜୁନିଅର ହକି ବିଶ୍ୱକପ୍ : ପୁଲ୍ ‘ବି’ରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ, ନଭେମ୍ବର ୨୪ରେ ଫ୍ରାନସ ବିପକ୍ଷରେ…

ଭୁବନେଶ୍ୱର- କଳିଙ୍ଗ ହକି ଷ୍ଟାଡିୟମରେ ଜୁନିଅର ବିଶ୍ୱକପ୍ ହକି ପାଇଁ ପାଇଁ ଚୂଡାନ୍ତ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଂଟ ପାଇଁ ଜାରି ହୋଇଛି ଖେଳ ସୂଚୀ । ଗତଥରର ଚାମ୍ପିଅନ ଭାରତ ପୁଲ୍ ବି ରେ ସ୍ଥାନ ପାଇଛି । ଏହି ପୁଲ୍‌ର ଅନ୍ୟ ଟିମ୍ ହେଲେ- ଫ୍ରାନସ, କାନାଡା ଓ ପୋଲାଣ୍ଡ ।…