Browsing Tag

5T

ପୂର୍ଣ୍ଣାଙ୍ଗ ରୂପାନ୍ତରଣ ଆଡ଼କୁ ଆଉ ପାଦେ: ସ୍ମାର୍ଟ ସ୍କୁଲରେ ନିୟୋଜିତ ହେଲେ ୬୧୩୧ ଶିକ୍ଷାଦାତା

ଶିକ୍ଷାୟତନ କେବଳ ଯେ ସୁନ୍ଦର କୋଠାବାଡ଼ିକୁ ବୁଝାଏନି I ଆଦର୍ଶ ଶିକ୍ଷାନୁଷ୍ଠାନର ପ୍ରମୁଖ ଉପାଦାନ ମଧ୍ୟରେ ରହିଛି ଉତ୍ସାହରେ ଭରପୁର ତଥା ଶିକ୍ଷାଗ୍ରହଣ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ, ପିଲାଙ୍କ ତୁଳନାରେ ଯଥେଷ୍ଟ ସଂଖ୍ୟାରେ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁମାନେ ଭବିଷ୍ୟତ ପିଢ଼ିକୁ ଉଚିତ୍…

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ, ସ୍ମାର୍ଟ ସରକାରୀ ହାଇସ୍କୁଲ ପରିଦର୍ଶନ କଲେ, ଛାତ୍ରଛାତ୍ରୀଙ୍କ ସହ ଶ୍ରେଣୀଗୃହରେ ବସି…

ହିଞ୍ଜିଳି – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ୫-ଟି ଯୋଜନାରେ ରୂୂପାନ୍ତରିତ ହିଞ୍ଜିଳିକାଟୁ ସରକାରୀ ସ୍ମାର୍ଟ ହାଇସ୍କୁଲ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଅତିବାହିତ…

ଆଜି ୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୂପାନ୍ତରିତ ସରକାରୀ ସ୍କୁଲ୍‌ର ଲୋକାର୍ପଣ ଜାରି ରହିଛି । ଏ କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ । ଗଞ୍ଜାମ…

ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର ସମୀକ୍ଷା: ୨୭ ବିଭାଗରେ ୨୨୫ ଟି ସେବା ସାମିଲ

ମୋ ସରକାରକୁ ଆଉ ଏକ ସ୍ତରକୁ ନେବାକୁ ଆହ୍ବାନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସମସ୍ତେ ବିଭିନ୍ନ…

ସୁନ୍ଦରଗଡ଼ : ପିଲାଙ୍କ ମନରେ ଉତ୍ସାହ ଭରୁଛି ହାଇସ୍କୁଲ ରୂପାନ୍ତରଣ

ସୁନ୍ଦରଗଡ଼ : କୁତ୍ରା ହାଇସ୍କୁଲ ଛାତ୍ର ଛାତ୍ରୀ କେବେ କଳ୍ପନା କରିନଥିଲେ ଯେ ଦିନେ ସେମାନେ ଏଭଳି ଏକ ବାତାବରଣ ଭିତରେ ପାଠ ପଢିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଆଜି ଏମାନଙ୍କ ମନରେ ଉତ୍ସାହ ଭରିଦେଇଛି । ଆମ ସ୍କୁଲର ଚେହେରା ପୂରା ବଦଳି ଯାଇଛି। ଆଗର ପୁରୁଣା ଡେସ୍କ…