ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ, ଶୈକ୍ଷିକ ପରିବେଶ ନେଇ ଆଲୋଚନା
ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୬, ୟୁନିଟ-୧, ଆଇଆରସି ଭିଲେଜ ସ୍କୁଲ ସମେତ ୟୁନିଟ-୯ ବାଳିକା ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ ଏସଏମସି ସଦସ୍ୟଙ୍କ ସହ ଆଲୋଚନା…