Browsing Tag

Afghanistan Crisis

ଟିଭି ଷ୍ଟୁଡ଼ିଓରେ ନ୍ୟୁଜ୍ ଆଙ୍କର୍ ଙ୍କୁ ଘେରିଗଲେ ସଶସ୍ତ୍ର ତାଲିବାନୀ ସେନା, ପ୍ରଶଂସା କରି ସମ୍ବାଦ ପଢ଼ିବାକୁ ବାଧ୍ୟ…

କାବୁଲ: ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିବା ପରେ ତାଲିବାନ କହିଆସିଛି ଯେ ସେମାନେ ଆଉ ଆଗ ଭଳି କଠୋର ହେବେନି। ସମସ୍ତେ ସବୁ କାର୍ଯ୍ୟ ସ୍ବାଧୀନତାର‌ ସହ କରିପାରିବେ । ହେଲେ ଏହାର ପ୍ରତିଶ୍ରୁତି ଯେ ପାଣିର ଗାର ତାହା ଏବେ ଭାଇରାଲ ହୋଇଥିବା ଏକ ଭିଡ଼ିଓରୁ ସ୍ପଷ୍ଟ ହୋଇଛି । ଭାଇରାଲ…

କାବୁଲ ବିମାନ ବନ୍ଦରରେ ଦଳାଚକଟା, ୭ ମୃତ

କାବୁଲ: ତାଲିବାନ ଆଫଗାନିସ୍ତାନରେ ପୁଣି ଶାସନ କ୍ଷମତା ଦଖଲ କରିବା ପରେ ଭୟରେ ବହୁ ସଂଖ୍ୟକ ଲୋକ ଦେଶ ଛାଡ଼ି ପଳାଇବାକୁ ଚାହୁଁଛନ୍ତି। ଏହି ପ୍ରୟାସରେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି। ବିମାନବନ୍ଦରରେ ଭିଡ଼ ଓ ଅରାଜକତା ମଧ୍ୟରେ ଆଜି ୭ ଜଣ ଲୋକଙ୍କ ମୃତ୍ୟୁ…

ଆଫଗାନିସ୍ତାନ ସଙ୍କଟ: କାବୁଲରୁ ପୁଣି ୮୫ ଭାରତୀୟଙ୍କୁ ଫେରାଇ ଆଣିଲା ବାୟୁସେନା ବିମାନ

କାବୁଲ: ତାଲିବାନ ଶାସନ ମଧ୍ୟରେ ଭାରତ ଆଫଗାନିସ୍ତାନରେ ଫସି ରହିଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବା ଅଭିଯାନ ଜାରି ରଖିଛି। ପୁଣି ୮୫ ଜଣ ଭାରତୀୟଙ୍କୁ ନେଇ ବାୟୁସେନାର ସି-୧୩୦ଜେ ବିମାନ ଆଜି ସକାଳ ପ୍ରାୟ ୧୦:୩୦ ସମୟରେ କାବୁଲ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଛି। ଗଣମାଧ୍ୟମ ରିପୋର୍ଟ…

ଏହି ବରିଷ୍ଠ ତାଲିବାନ କମାଣ୍ଡରଙ୍କ ଭାରତ ଓ ଭାରତୀୟ ସେନା ସହ ରହିଛି ପୁରୁଣା ସମ୍ପର୍କ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପୁଣି ଫେରିଛି ତାଲିବାନୀ ଶାସନ । ଏହି ମୌଳବାଦୀ ସଂଗଠନର ବରିଷ୍ଠ କମାଣ୍ଡର ମାନେ ତାଲିବାନ ସରକାରକୁ ଯେଭଳି ବିଶ୍ଵ ସମୁଦାୟର ସ୍ୱୀକୃତି ମିଳିବ ସେନେଇ ଉଦ୍ୟମ ଚଳାଇଛନ୍ତି । ତାଲିବାନର ଏହି ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶେର ମହମ୍ମଦ ଆବାସ୍…

ଭାରତୀୟ ଦୂତାବାସରେ ପଶି କାଗଜପତ୍ର ଖୋଜିଥିଲେ ତାଲିବାନ, କାର୍ ଉଠାଇ ନେଇଗଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପରେ ତାଲିବାନ ଏବେ ଘରକୁ ଘର ବୁଲି ଆମେରିକା ସେନା ପାଇଁ କାମ କରିଥିବା ଆଫଗାନ୍ ସୈନ୍ୟ ଓ ଅଧିକାରୀଙ୍କୁ ଖୋଜିବାରେ ଲାଗିଛି । ତାଲିବାନ ସେନା ବନ୍ଦ ଥିବା ଭାରତୀୟ ଦୂତାବାସରେ ମଧ୍ୟ ତାଲା ଭାଙ୍ଗି ପଶିଥିବା ଜଣାପଡ଼ିଛି । ଭାରତୀୟ…

ତାଲିବାନ ବର୍ବରତା: ବିକ୍ଷୋଭକାରୀଙ୍କ ରାଲି ଉପରକୁ ଗୁଳିମାଡ଼, ଅନେକ ମୃତ

କାବୁଲ: ଗୁରୁବାର ଆଫଗାନିସ୍ତାନର ଅସାଦାବାଦ ସହରରେ ଦେଶର ସ୍ୱାଧୀନତା ଦିବସ ଅବସରରେ ତାଲିବାନକୁ ବିରୋଧ କରି ରାଲି କରୁଥିବା ଲୋକଙ୍କ ଉପରକୁ ତାଲିବାନ ବିଦ୍ରୋହୀ ଗୁଳି ଚଳାଇଛନ୍ତି, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରୁ ଏହା ପୁଣି ଥରେ ସ୍ପଷ୍ଟ ହୋଇଛି ଯେ…

ପ୍ରଚୁର ଟଙ୍କା ନେଇ ପଳାୟନ କରିଥିବା ଅଭିଯୋଗକୁ ଘନିଙ୍କ ଖଣ୍ଡନ, କହିଲେ କେବଳ ହଳେ ପୋଷାକ ସହ ଦେଶ ଛାଡିଥିଲେ

ଦୁବାଇ: ତାଲିବାନ ଭୟରେ ଆଫଗାନିସ୍ତାନରୁ ପଳାୟନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ ଘନି ନିଜ ସହ ପ୍ରଚୁର ଟଙ୍କା ନେଇ ଚାଲି ଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କେବଳ ହଳେ ପୋଷାକ ସହ ଆଫଗାନିସ୍ତାନ ଛାଡିଛନ୍ତି ବୋଲି କହିଛନ୍ତି ଘନି । ଆଫଗାନିସ୍ତାନ ଛାଡ଼ି ପଳାଇବା ପରଠୁ ଘନି…

ଆଫଗାନିସ୍ତାନରେ ତାଲିବାନର ବିଜୟ ନେଇ ଇମ୍ରାନ ଖାନ୍ ଖୁସି, କହିଲେ ତାଲିବାନ ଦାସତ୍ବର ଶୃଙ୍ଖଳ ଭାଙ୍ଗିଛି

କାବୁଲ: ଆଫଗାନିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ତାଲିବାନର ଶାସନ ନେଇ ସାରା ବିଶ୍ୱ ଆଶଙ୍କାରେ ରହିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଇମ୍ରାନ ଯେ ତାଲିବାନର ଜଣେ ଦୃଢ ସମର୍ଥକ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ସୋମବାର…