ଅଷ୍ଟ୍ରେଲିଆନ ଓପନ: ନାଓମି ଓସାକା ମହିଳା ସିଙ୍ଗଲ୍ସ ଚାମ୍ପିୟନ, ଫାଇନାଲରେ ବାର୍ଡିଙ୍କୁ ହରାଇଲେ
ମେଲବୋର୍ଣ୍ଣ – ଜାପାନର ଉଦୀୟମାନ ତାରକା ନାଓମି ଓସାକା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ ଓପନରେ ଚାମ୍ପିୟନ ମୁକୁଟ ପିନ୍ଧିଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ଓସାକା ଆମେରିକାର ଜେନିଫର ବାର୍ଡିଙ୍କୁ ହରାଇ ଟାଇଟଲ୍ ଜିତିଛନ୍ତି । ଓସାକା…