Browsing Tag

BCCI

ରୋହିତଙ୍କ ସହ ମତଭେଦକୁ କୋହଲୀଙ୍କ ଅସ୍ୱୀକାର, କହିଲେ, ଦିନିକିଆ ଟିମ୍ ଅଧିନାୟକ ନ ରହିବା ନେଇ ଆଗୁଆ ସୂଚନା ଦିଆଯାଇଥିଲା

ମୁମ୍ବାଇ - ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପ୍ରସଙ୍ଗ ଓ ବିସିସିଆଇ ସହ ବିବାଦର ଚର୍ଚ୍ଚା ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲୀ । ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ବୋଲି କହିଛନ୍ତି କୋହଲୀ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ…

ଲକ୍ଷ୍ନୌ, ଅହମ୍ମଦାବାଦ ଆଇପିଏଲର ଦୁଇ ନୂଆ ଦଳ, ଲକ୍ଷ୍ନୌକୁ ଆରପିଏସଜି, ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ କିଣିଲା

ଦୁବାଇ: ବିଶ୍ବର ସବୁଠାରୁ ଧନଶାଳୀ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ରେ ଆଉ ଦୁଇଟି ନୂଆ ଦଳ ଯୋଡି ହୋଇଛି। ଏହି ଦୁଇଟି ନୂଆ ଦଳ ହେଲେ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ। ସୋମବାର ଏହି ଦୁଇ ନୂଆ ଦଳର ନାମ ଘୋଷଣା କରାଯାଇଛି । ବିସିସିଆଇ ସୂଚନା ଅନୁଯାୟୀ, ଆରପି…

ସ୍ପଷ୍ଟ କଲେ ଗାଙ୍ଗୁଲି, ୟୁଏଇ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ଭାରତରୁ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ସ୍ପଷ୍ଟ କରିଛନ୍ତି । ଏହି ମେଗା ଇଭେଣ୍ଟ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଅଛି । ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ଯେ, ଟି୨୦ ବିଶ୍ୱକପକୁ ୟୁଏଇ…

୮୭ ବର୍ଷରେ ପ୍ରଥମ : ଚଳିତ ଥର ହେବନି ରଣଜୀ ଟ୍ରଫି

ନୂଆଦିଲ୍ଲୀ - ଚଳିତ ଥର ରଣଜୀ ଟ୍ରଫି ଆୟୋଜନ ନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ରଣଜୀ ଟ୍ରଫିର ୮୭ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ନାହିଁ । ରଣଜୀ ପରିବର୍ତ୍ତେ ଅଧିକାଂଶ ରାଜ୍ୟ ସଂଘର ଇଚ୍ଛା ଅନୁସାରେ ବିଜୟ ହଜାରେ ଟ୍ରଫି ଆୟୋଜନ…

ଦେବାଶିଷ ମହାନ୍ତି ଜାତୀୟ ଚୟନକର୍ତ୍ତା ନିଯୁକ୍ତ

ନୂଆଦିଲ୍ଲୀ - ଭାରତର ପୂର୍ବତନ ଦ୍ରୁତ ବୋଲର ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ କୋଚ୍ ଦେବାଶିଷ ମହାନ୍ତି ବିସିସିଆଇର ସିନିୟର ଚୟନ କମିଟିର ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଦେବାଶିଷଙ୍କ ସମେତ ଚୟନ କମିଟିରେ ମନୋନୀତ ହୋଇଥିବା ଅନ୍ୟ ଦୁଇ ସଦସ୍ୟ ହେଲେ ଚେତନ ଶର୍ମା ଓ ଆବେ କୁରୁଭିଲ୍ଲା ।…

୧୦ଟି ଦଳକୁ ନେଇ ହେବ ଆଇପିଏଲ୍‌, ବିସିସିଆଇ ଏଜିଏମ୍‌ରେ ନିଷ୍ପତ୍ତି

ଅହମ୍ମଦାବାଦ - ଆଇପିଏଲରେ ଆଉ ଦୁଇଟି ନୂଆ ଦଳକୁ ସାମିଲ କରାଯିବ । ଏଣିକି ଏହି ଲୋକପ୍ରିୟ ଟି୨୦ ଲିଗ୍‌ରେ ୧୦ଟି ଦଳ ଖେଳିବେ । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି । ଏଯାବତ୍ ଆଇପିଏଲ୍ ୮ଟି ଦଳକୁ ନେଇ ଖେଳାଯାଉଛି ।…

ଫେବୃଆରୀରେ ଇଂଲଣ୍ଡ ଦଳର ଭାରତ ଗସ୍ତ, ମୋଟେରା ଷ୍ଟାଡିୟମରେ ଖେଳାଯିବ ଦିବାରାତ୍ର ଟେଷ୍ଟ

ନୂଆଦିଲ୍ଲୀ - ଆସନ୍ତା ବର୍ଷ ଫେବୃଆରୀରେ ଇଂଲଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତ କରିବ। ଦୁଇ ଦଳ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ୍, ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ୍ ଖେଳାଯିବ । ଚାରି ମ୍ୟାଚ୍ ଟେଷ୍ଟ ସିରିଜ୍ ଫେବୃଆରୀ ୭ରୁ ଆରମ୍ଭ ହେବ । ଏହି ସିରିଜର ଦିବାରାତ୍ର ଟେଷ୍ଟ ଫେବୃଆରୀ ୨୪ରୁ…