ଇଂଲଣ୍ଡ ଗସ୍ତରେ ପାଞ୍ଚଟି ଟେଷ୍ଟ ଖେଳିବ ଭାରତ
ଲଣ୍ଡନ - ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ୨୦୨୧ ପାଇଁ ଘରୋଇ କାର୍ଯ୍ୟସୂଚୀ ଜାରି କରିଛି । ଏହି କାର୍ଯ୍ୟସୂଚୀ ଅନୁସାରେ ଭାରତୀୟ ଦଳ ଆସନ୍ତାବର୍ଷ ଇଂଲଣ୍ଡ ଗସ୍ତରେ ପାଞ୍ଚଟି ଟେଷ୍ଟ ଖେଳିବ ।
ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟରୁ ସେପ୍ଟେମ୍ବର ଯାଏ…