Browsing Tag

Berhampur

ରେଶମ ସହରରୁ ବିପୁଳ ପରିମାଣରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ

ବ୍ରହ୍ମପୁର- ରେଶମ ସହର ବ୍ରହ୍ମପୁରରେ ବିପୁଳ ପରିମାଣରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି । ସହରର ବଡବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୂଆଗାଁ ପୋଲିସ ଚଢାଉ କରି ଭେଜାଲ ହଳଦୀ ଓ ଲଙ୍କାଗୁଣ୍ଡ ଜବତ କରିଛି । ଦୁଇଟି ମେସିନ ମଧ୍ୟ ଜବତ କରିଛି ପୋଲିସ । ଏକ ଘର ଭିତରେ ମେସିନ…

ବ୍ରହ୍ମପୁରବାସୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି… ୧୨.୫୨ କୋଟି ଟଙ୍କାର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ

By- Bishnupriya Padhi ରାଜ୍ୟରେ କରୋନାର ସର୍ବାଧିକ ଭୟାବହତାରେ ୨୦୨୦ ବର୍ଷ କାଟିଥିବା ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ବାସିନ୍ଦାଙ୍କୁ ନବ ବର୍ଷରେ ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଣା ବର୍ଷର କଷ୍ଟକୁ ଭୁଲାଇ ୨୦୨୧ରେ ନୂଆ ଆରମ୍ଭ କରିବା ପାଇଁ…

ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭିଡିଓ ଜାରି

ଭୁବନେଶ୍ୱର- ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କର ଲୋକାର୍ପଣ ଦ୍ୱାରା ରେଶମ ସହର ବ୍ରହ୍ମପୁର ଆହୁରି ସୁନ୍ଦର ହେବା ସହ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଦିଗ ମିଳିଛି । ଅବସର ବିନୋଦନର ପ୍ରମୁଖ କେନ୍ଦ୍ର ସାଜିଥିବା ଏହି ସ୍ଥାନ ବ୍ରହ୍ମପୁରକୁ ଆଦର୍ଶ ସହର ଭାବେ ଗଢି ତୋଳିବା ନେଇ ରାଜ୍ୟ ସରକାରଙ୍କ…

ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ରଖେ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର- ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହୋଇଛି । ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହି ପ୍ରମୋଦ ଉଦ୍ୟାନକୁ ଲୋକାର୍ପିତ କରିଛନ୍ତି । ଚିତ୍ତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତ୍ରୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ…

ଆଜି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର – ରେଶମ ସହରବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ସହରର କେନ୍ଦ୍ରସ୍ଥଳରେ ନବନିର୍ମିତ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଆଜି ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରମୋଦ ଉଦ୍ୟାନକୁ ଆଜି ଅପରାହ୍ନ ୫ଟା ୧୫ ମିନିଟରେ ଲୋକାର୍ପିତ କରିବେ ।…